ଗୁଡ଼ି ଉଡ଼ାଇବା ବେଳେ ଗୁଡ଼ି ସହିତ ଆକାଶକୁ ଉଡ଼ିଗଲେ ଯୁବକ: ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି | ବର୍ତମାନ ଏକ ଭୟାନକ ଭିଡିଓ ଶ୍ରୀଲଙ୍କାର ଜାଫନାରୁ ଆସିଛି, ଯେଉଁଠାରେ ଗୁଡ଼ି ଉଡିବା ସମୟରେ ହଠାତ୍ ଜଣେ ବ୍ୟକ୍ତି ଆକାଶକୁ ଉଡି ଯାଇଥିଲେ। ଗୁଡ଼ି ର ଷ୍ଟ୍ରିଙ୍ଗ୍ ସାହାଯ୍ୟରେ ଏହି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ପବନରେ ଝୁଲି ରହିଲେ |…