ମଣିଷର ପାପୁଲି ଏବଂ ପାଦରେ କାହିଁକି ବଢେ ନାହିଁ କେଶ ? ଜାଣନ୍ତୁ କ’ଣ ଏହା ପଛର କାରଣ ?
ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅନେକ ପ୍ରାଣୀଙ୍କର ପାପୁଲି ଏବଂ ପାଦର ତଳ ଭାଗରେ କେଶ ଥାଏ, କିନ୍ତୁ ମଣିଷର ପାପୁଲି ଏବଂ ପାଦରେ କେଶ ନଥାଏ | କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଶରୀରର ଅନ୍ୟ ଅଂଶରେ କେଶ କାହିଁକି ବଢେ, କିନ୍ତୁ ପାପୁଲି ଏବଂ ପାଦରେ ବଢେ ନାହିଁ | ଆସନ୍ତୁ ଆଜି…