ମକର ସଂକ୍ରାନ୍ତିରେ ଏସବୁ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ, ପଡ଼ିଥାଏ ଖରାପ ପ୍ରଭାବ
ହିନ୍ଦୁ ଧର୍ମର ୧୨ ସାଙ୍କ୍ରାନ୍ତି ମଧ୍ୟରେ ମକର ସଙ୍କ୍ରାନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ମକର ସଂକ୍ରାନ୍ତିଙ୍କୁ ମଧ୍ୟ ଉତ୍ତରାୟଣ ମଧ୍ୟ କୁହାଯାଏ କାରଣ ସୂର୍ଯ୍ୟ ଏହି ଦିନ ଉତ୍ତରମୁଖୀ ହୋଇଥାନ୍ତି । ସେଥିପାଇଁ ମକର ସଙ୍କ୍ରାନ୍ତି ଦିନ ଦାନ କରି ପୂଣ୍ୟ ଅର୍ଜିବା ପାଇଁ ଏକ…