ଭିମ ପେମେଂଟ ଆପ୍ ପକ୍ଷରୁ ଆଣ୍ଡ୍ରଏଡ ଓ ଆଇଓଏସ୍ରେ ୟୁପିଆଇ ପେମେଂଟ୍ ପାଇଁ ବାୟୋମେଟ୍ରିକ୍ ପ୍ରମାଣୀକରଣର ଶୁଭାରମ୍ଭ
ଭୁବନେଶ୍ୱର: ନ୍ୟାସନାଲ ପେମେଂଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସହାୟକ ସଂସ୍ଥା ଏନପିସିଆଇ ଭିମ ସର୍ଭିସେସ ଲିମିଟେଡ (ଏନବିଏସଏଲ) ପକ୍ଷରୁ ଭିମ ପେମେଂଟ୍ ଆପ୍ରେ ୟୁପିଆଇ ପେମେଂଟ୍ ପାଇଁ ବାୟୋମେଟ୍ରିକ ପ୍ରମାଣୀକରଣର ଶୁଭାରମ୍ଭ କରାଯାଇଛି। ଏହି ନୂଆ ସୁବିଧାରେ ଗ୍ରାହକମାନେ…
