Browsing Tag

BGU Celebrates10th Foundation Day

ଉତ୍କଳ ଦିବସ ସହ ବିଜିୟୁର ୧୦ମ ସ୍ଥାପନା ଦିବସ: ଭବିଷ୍ୟତମୁଖୀ ଶିକ୍ଷାରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଉତ୍କଳ ଦିବସ ଓ ୧୦ମ ସ୍ଥାପନା ଦିବସ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଶିକ୍ଷା, ନବୀନତା ଓ ଭବିଷ୍ୟତମୁଖୀ ଦୃଷ୍ଟିକୋଣ ଉପରେ ବିଶେଷ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ପୂର୍ବତନ ସଚିବ…