ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ କମ୍ୟୁନିକେସନ ମ୍ୟାନେଜମେଣ୍ଟ ବିଷୟବସ୍ତୁ ଅଧାରିତ ଜାତୀୟ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଓ ଆଡଫ୍ୟାକ୍ଟର୍ସ ପିଆର ମିଳିତ ସହଯୋଗରେ “ରିଇମାଜିନିଙ୍ଗ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟ ଇନ୍ ଏ ଡାଟା-ଡ୍ରିଭେନ୍, ପ୍ଲାଟଫର୍ମ ଇକୋନୋମି’ ଶୀର୍ଷକକୁ ନେଇ ମାର୍ଚ୍ଚ ୧୯ ଏବଂ ୨୦, ୨୦୨୬ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି।…
