ଆଲମଣ୍ଡ ଦ୍ୱାରା ଆପଣଙ୍କ ଶିଶୁର ପ୍ରତରୋଧକ ଶକ୍ତି ମଜଭୁତ କରନ୍ତୁ


ଭାରତରେ ପର୍ବପର୍ବାଣୀ ପ୍ରତ୍ୟେକଙ୍କ ହୃଦୟସ୍ପର୍ଶୀ ହୋଇଥାଏ କାରଣ ଖୁସି ଏବଂ ସ୍ନେହ-ଶ୍ରଦ୍ଧାବାଣ୍ଟିବା ପାଇଁଏହା ପରିବାରକୁଏକାଠି କରିଥାଏ । କିନ୍ତୁ ଶିଶୁମାନଙ୍କ ପାଇଁ ମଧ୍ୟ ସେମାନଙ୍କଖାଦ୍ୟ ଦିନ ଚର୍ଯ୍ୟାରୁ ଖସି ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ପ୍ରତିରୋଧକତା ପ୍ରତି ଦୀର୍ଘକାଳରେ କ୍ଷତି ସୃଷ୍ଟି କରୁଥିବା ଅତ୍ୟଧିକ ମାତ୍ରାରେ ଅସ୍ୱାସ୍ଥ୍ୟକର ସ୍ନେକ୍ସ ଓ ମିଠାଖାଇ ଯାଆନ୍ତି ।
ମାଧୁରୀରୁଇୟା, ପୋଷଣବିଶେଷଜ୍ଞଏବଂ ପିଲାଟୀଜଏକ୍ସପର୍ଟଙ୍କ ଅନୁସାରେ ପାର୍ବଣଋତୁରେ ସେମାନଙ୍କର ସ୍ୱାସ୍ଥ୍ୟର ଅବନତି ଘଟାଇବା ବଦଳା ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ପ୍ରତିରୋଧକତାରେ ଯୋଗଦାନ କରୁଥିବା ପୌଷ୍ଠିକ ଏବଂ ସ୍ୱାଦିଷ୍ଟ ଖାଦ୍ୟ ଖାଉଥିବା ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଖାଇବା ଶୈଳୀ ଉପରେ ବିଶେଷ ଧ୍ୟାନ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ନିମ୍ନରେ ଦିଆଯାଇ ଥିବା ୩ଟି ଖାଦ୍ୟ ମାଧୁରୀ ସୁପାରିଶ କରିଥାନ୍ତି ଯାହା ପର୍ବ ପର୍ବାଣୀକୁଖୁସି, ସ୍ୱାସ୍ଥ୍ୟକର ଏବଂ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପିତାମାତା ହାତ ପାଆଁନ୍ତା’ରେ ରଖିଥିବା ଉଚିତ ଏବଂ ପ୍ରତିଦିନ ସେମାନଙ୍କର ଶିଶୁମାନଙ୍କ ଆହାରରେ ଯୋଗକରିବା ଉଚିତ ।
ଅଧିକାଂଶ ଶିଶୁଙ୍କ ପାଇଁସ୍ୱାସ୍ଥ୍ୟକରଜଣାପଡୁଥିବାଖାଦ୍ୟରେ ମଧ୍ୟ କୌଣସି ଆଗ୍ରହ ନ ଥାଏଏବଂସେମାନଙ୍କୁପୌଷ୍ଠିକସମୃଦ୍ଧ ଖାଦ୍ୟ ଖୁଆଇବା ଯେ କୌଣସି ପିତାମାତା ପାଇଁତା’ ନିଜକୁ ନିଜେ ଏକ ବଡକାମ ପାଲଟି ଯାଇଥାଏ ।ସେମାନଙ୍କରସ୍ୱାଦ କଳିକାକୁ ଅନାଗ୍ରହିତ ନକରି -ସେମାନଙ୍କ ପାଇଁ ଭଲ ହୋଇଥିବାଖାଦ୍ୟ ତାଙ୍କରଶିଶୁମାନେ ଖାଇବା ପାଇଁସେମାନେ ବାହାରକରୁଥିବାବାଟ ଅଭିନବ କରିବା ପାଇଁ ପିତାମାତାଙ୍କ ପାଇଁଏହାଗୁରୁତ୍ୱପୂର୍ଣ୍ଣକରି ଦେଇଥାଏ । ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟକରଏବଂ ଆପଣଙ୍କର ଶିଶୁର ପ୍ରତିରୋଧକତାରେଯୋଗଦାନ କରୁଥିବାଗୋଟିଏଖାଦ୍ୟ ହେଲାଏଲମଣ୍ଡ । ଏଲମଣ୍ଡରେଭିଟାମିନଋପ୍ରଚୁର ଥାଏ ଯାହା ଫୁସଫୁସୀୟ ପ୍ରତିରୋଧକତା ଫାଙ୍କସନକୁସମର୍ଥନ କରିବା ପାଇଁ ଏକ ଏଣ୍ଟିଅକସିଡେଣ୍ଟ ଭାବେକାମକରିଥାଏ । ଭୂତାଣୁଏବଂଜୀବାଣୁ ଦ୍ୱାରାସୃଷ୍ଟିହେଉଥିବାସଂକ୍ରମଣବିପକ୍ଷରେଭିଟାମିନଋସୁରକ୍ଷା ପ୍ରଦାନ କରିଥାଏବୋଲି ମଧ୍ୟ ଜଣାଶୁଣା ଅଟେ । ଏହାଛଡା ଆଲମଣ୍ଡରେ ପ୍ରଚୁରପରିମାଣରେତମ୍ବା ଥାଏାପ୍ରତିରୋଧକତା ପ୍ରଣାଳୀରସ୍ୱାଭାବିକ ଫାଙ୍କସନରେତମ୍ବାଯୋଗଦାନ କରିଥାଏ ।
କଦଳୀ ଏକ ସ୍ୱାଦିଷ୍ଟଏବଂଗନ୍ଧମୁକ୍ତ ଫଳ ହୋଇଥାଏ ଯାହା ଅନେକ ଶିଶୁଇଚ୍ଛାକରିଖାଇଥାନ୍ତିଯେଉଁଥି ଯୋଗୁଁ ଆପଣଙ୍କ ଶିଶୁର ଆହାରରେ ଯୋଡିବା ପାଇଁ ଆପଣଙ୍କୁ ସହଜହୋଇଥାଏ । ନୂତନ ଲୋହିତରକ୍ତକଣିକାରବିକାଶଏବଂଶରୀରରେପ୍ରୋଟିନ ଚୟାପଚୟବୃଦ୍ଧିକରୁଥିବାଭିଟାମିନଈ-୬,ଭିଟାମିନଉ, ଭିଟାମିନଇ, ସିଲିନିୟମଏବଂପ୍ରୋଟିନ ଭଳିପୋଷକତତ୍ୱର କଦଳୀ ଏକଭଲ ଉତ୍ସବୋଲିକୁହାଯାଏ । ପର୍ବପର୍ବାଣୀବେଳେତା’ର ପ୍ରତିରୋଧକତାକୁବଢାଇବା ପାଇଁ ଆପଣଙ୍କ ଶିଶୁର ଆହାରରେ ଦୈନିକଗୋଟିଏଲେଖାଏଁ କଦଳୀଯୋଗକରିବା ନିଶ୍ଚିିତ କରନ୍ତୁ ।
ହଳଦୀକୁ ଅନ୍ୟତମ ସର୍ବାଧିକଶକ୍ତିଶାଳୀଭାରତୀୟମସଲାକୁହାଯାଏଏବଂକେଲସିୟମ, ଫାଇବର, ଲୌହ, ଦସ୍ତା ଆଦି ପୋଷକତତ୍ତ୍ୱ ଅଛି । ବିଭିନ୍ନବାଟରେ ପରିବର୍ତ୍ତନ କରାଯାଇପାରୁଥିବାଏହିପୋଷଣର ଆକାର ସବୁଠୁସହଜ ଅଟେ । କୌଣସିତରକାରୀରେକିମ୍ବାକ୍ଷୀରରେଚିମୁଟାଏହଳଦୀ ମିଶାଇବାସେମାନଙ୍କଖାଦ୍ୟରେହଳଦୀ ମିଶାଇବାଭଳି ଅଟେ ଯାହାସେମାନଙ୍କର ଦୈନନ୍ଦିନ ଆହାରରେ ହଳଦୀ ସାମିଲକରିବାର ଏକ ବାଟ ଅଟେ । ପ୍ରତିରୋଧକତାବୃଦ୍ଧିରେସାହାଯ୍ୟକରୁଥିବାଏହାରଏଣ୍ଟି-ଇନେଫ୍ଲମଟରିଗୁଣ ପାଇଁ ମଧ୍ୟ ହଳଦୀ ଜଣାଶୁଣା ଅଟେ ।


Share It

Comments are closed.