ସୋଆର ପ୍ରତିଷ୍ଠାତାଙ୍କୁ ଭେଟିଲେ ଅଷ୍ଟ୍ରିଆ ଭିଏନା ସ୍ଥିତ ଜିଏମଆଇ ଅନୁଷ୍ଠାନର ନିର୍ଦ୍ଦେଶକ


ଭୁବନେଶ୍ଵର : ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଷ୍ଟ୍ରିଆ ଭିଏନା ସ୍ଥିତ ଗ୍ରେଗର ମେଣ୍ଡେଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମଲିକ୍ୟୁଲାର ପ୍ଲାଂଟ ବାୟୋଲୋଜିର ନିର୍ଦ୍ଦେଶକ ପ୍ରଫେସର ଲିଆମ୍ ଦୋଲାନ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ମଲିକ୍ୟୁଲାର ବାୟୋଲୋଜି ଆଣ୍ଡ ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ ଉପସ୍ଥିତ ଥିଲେ ।


Share It

Comments are closed.