ବେଦାନ୍ତ ଆଲୁମିନିୟମ ର ଉଦ୍ୟମରେ ଝାରସୁଗୁଡା ଗ୍ରାମ ଶିକ୍ଷା ହେଉଛି ଡିଜିଟାଲ୍
ଝାରସୁଗୁଡା : ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି, ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ…
ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର, ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସେବା
ବାଲେଶ୍ଵର, ୧୦/୯ : ଏଣିକି ବିଦ୍ୟୁତ୍ ସମସ୍ୟାରୁ ଉପଭୋକ୍ତାଙ୍କୁ ମିଳିବ ମୁକ୍ତି। ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଉଚ୍ଚ…
ସ୍ମାର୍ଟ ମିଟର ସମ୍ପର୍କିତ ଦ୍ଵନ୍ଦ୍ଵ ଦୂର କରୁଛି ଟିପିଏନଓଡ଼ିଏଲ ଗ୍ରାହକ ସେବା କେନ୍ଦ୍ର
ବାଲେଶ୍ଵର, ୯ / ୯ : ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଏବଂ ସେମାନଙ୍କ ମଧ୍ୟରେ ସେବା ସମ୍ପର୍କିତ କୌଣସି ଦ୍ଵନ୍ଦ୍ଵ ଥିଲେ ଏହାକୁ ଦୂର କରିବା ପାଇଁ ଟିପିଏନଓଡ଼ିଏଲ ସର୍ବଦା ଗୁରୁତ୍ଵ ଦେଇ ଆସିଛି । ବିଶେଷତଃ ଉପଭୋକ୍ତାଙ୍କ ମଧ୍ୟରେ ସ୍ମାର୍ଟ ମିଟରକୁ ନେଇ ଥିବା ଦ୍ଵନ୍ଦ୍ଵ ଦୂର…
ବ୍ଲଗରଙ୍କ ଦୁର୍ଘଟନା ଭିଡିଓ ଭାଇରାଲ୍, ଲାଇସେନ୍ସ ବାତିଲ୍ ଦାବି କରୁଛନ୍ତି ନେଟିଜେନ୍
ନିକଟରେ ଏକ ହାର୍ଲି ଡେଭିଡସନ୍ ଚାଳନା କରୁଥିବା ଜଣେ ବ୍ଲଗର ତାଙ୍କ ଦୁର୍ଘଟନା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଛତ୍ରପତି ସମ୍ଭାଜୀନଗର, ମହାରାଷ୍ଟ୍ରରେ ଘଟିଥିଲା। ବ୍ଲଗର ତାଙ୍କ ମୋଟରସାଇକିଲ୍ ରେ ଯାଉଥିବା ବେଳେ ଏକ ଅନ୍ୟ ବାଇକ୍ ଚାଳକ ଏକ କ୍ରସ୍ ରୋଡ୍ ରୁ ପଳାଇ…
ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ ଏନଟର୍କ ୧୫୦ ଉନ୍ମୋଚିତ ଭାରତର ଦ୍ରୁତତମ ଏବଂ ପ୍ରଥମ ହାଇପର ସ୍ପୋର୍ଟ…
ଭୁବନେଶ୍ୱର: ଦୁଇଚକିଆ ଏବଂ ତିନି-ଚକ ଯାନର ଏକ ବିଶ୍ୱସ୍ତରୀୟ ଲିଡର ଟିଭିଏସ୍ ମୋଟର୍ କମ୍ପାନି (ଟିଭିଏସଏମ) ଭାରତର ଦ୍ରୁତତମ ହାଇପର୍ ସ୍ପୋର୍ଟସ୍ ସ୍କୁଟର୍ ଟିଭିଏସ୍ ଏନଟର୍କ ୧୫୦ର ଉନ୍ମୋଚନ ଘୋଷଣା କରିଛି। ୧୪୯.୭ ସିସିର ରେସ୍ ଆଧାରିତ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ଷ୍ଟିଲଥ ଏୟାରକ୍ରାଫ୍ଟ୍…
ୟୁରୋକିଡସ ପକ୍ଷରୁ ହାର୍ଭାର୍ଡ ଅନୁପ୍ରାଣିତ ‘ହ୍ୟୁରେକା’ ପାଠ୍ୟକ୍ରମର ଶୁଭାରମ୍ଭ ସହ ଭୁବନେଶ୍ୱରରେ ମହତ୍ୱକାଂକ୍ଷୀ…
ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରି-ସ୍କୁଲ ବିଶେଷଜ୍ଞ ୟୁରୋକିଡସ୍ ଏହାର ୮ମ ସଂସ୍କରଣର ପାଠ୍ୟକ୍ରମ “ହ୍ୟୁରେକା - ଭିଜିବଲ ଥିକିଂ କରିକୁଲମ” ଉନ୍ମୋଚନ କରିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ‘ପ୍ରୋଜେକ୍ଟ ଜିରୋ’ ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର ସର୍ବାଙ୍ଗୀନ ବିକାଶର ଲକ୍ଷ୍ୟ ଅନୁଯାୟୀ…
ସଚିବାଳୟ ମାର୍ଗରୁ କାରର ଚକା ଖୋଲି ନେଲେ ଦୃର୍ବୁତ୍ତ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର କେନ୍ଦ୍ରରେ ଉପସ୍ଥିତ ସଚିବାଳୟ ଠାରୁ ଅଳ୍ପ କିଛି ବାଟରେ ଅବସ୍ଥିତ ବୟନିକା ନିକଟରୁ ଏକ କାର(OD-02-AY-2743)ର ଚକାକୁ କେହି ଜଣେ ଦୃର୍ବୁତ୍ତ ଚୋରି କରି ନେଇ ଯାଇଛନ୍ତି । କାରର ମାଲିକ ଶ୍ରୀ ତ୍ରିଲୋଚନ ମୋହନ୍ତି, ବୟସ -୪୦ ଖାରବେଳ ନଗରରେ ଏକ ଘରୋଇ!-->…
ଫୋନପେ ପକ୍ଷରୁ ଡିଜିଟାଲ-ଫାଷ୍ଟ ଉଦ୍ୟମ ଆସିଷ୍ଟ ପଞ୍ଜିକରଣ ବ୍ୟବସ୍ଥା ର ଶୁଭାରମ୍ଭ
ଭୁବନେଶ୍ୱର : ଫୋନପେ ପକ୍ଷରୁ ଡିଜିଟାଲ-ଫାଷ୍ଟ ଉଦ୍ୟମ ଜେନେରେସନ ର ଶୁଭାରମ୍ଭ କରାଯାଇଛି। ଏହି ଶୁଭାରମ୍ଭ ରେ ମାନ୍ୟବର କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଂଝି ଏବଂ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ଏସଆଇଡିବିଆଇ)ର ମୁଖ୍ୟ ମହାପ୍ରବନ୍ଧକ…
ଜେଲିଓ ଇ ମୋବିଲିଟି ପକ୍ଷରୁ ଗ୍ରେସିର ନୂତନ ସଂସ୍କରଣର ଶୁଭାରମ୍ଭ
ଭୁବନେଶ୍ୱୂର : ଭାରତର ଇଲେକଟ୍ରିକ ଦୁଇ ଚକିଆ ନିର୍ମାତା କମ୍ପାନୀ, ଜେଲିଓ ଇ ମୋବିଲିଟି ପକ୍ଷରୁ ଏହା ବହୁ ଚର୍ଚ୍ଚିତ ଲୋ-ସ୍ପିଡ ଇଲେକଟ୍ରିକ ସ୍କୁଟର ଗ୍ରେସିର ଫେସଲିଫ୍ଟ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ବିଭିନ୍ନ ଯାତାୟତ ଆବଶ୍ୟକତାକୁ ଧ୍ୟାନରେ ରଖି, ଏହି ନୂଆ ଗ୍ରେସି ତିନି ପ୍ରକାରର…
କଳା-ସଂସ୍କୃତିର ଅବଦାନକୁ ସ୍ମରଣ କରି ୩୧ତମ ଗୁରୁ କେଳୁଚରଣ ସମ୍ମାନ ଉତ୍ସବ ଉଦ୍ଯାପିତ
ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଅନୁଷ୍ଠିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଏକ ବଣ୍ଣାଢ୍ୟ ପରିବେଶରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉଦ୍ଯାପିତ ହୋଇଯାଇଅଛି । ଚାରିଦିନ ଧରି…