ରେନୋ ପୁନର୍ବାର ନେଇଆସିଛି ଏହାର ଆଇକନିକ୍ ଡସ୍ଟର
- ରେନୋ ଡସ୍ଟର ଏକ ସମ୍ପୂର୍ଣ୍ଣ ଆଧୁନିକ ଓ ଷ୍ଟାଇଲିଶ୍ ନୂଆ ଜେନେରେସନ ସହ ପ୍ରତ୍ୟାବର୍ତ୍ତନ କରିଛି, ଯାହା ତାହାର ଅଦ୍ଭୁତ ରାଇଡ୍ କ୍ୱାଲିଟି ଏବଂ ହାଣ୍ଡଲିଂର ଆଇକନିକ୍ ପରିଚୟକୁ ଅତୁଟ ରଖିଛି।
- ଏହି ଏସୟୁଭି ରେ ଦୁଇଟି ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍— ଟର୍ବୋ ଟିସିଇ ୧୬୦ ଓ ଟର୍ବୋ ଟିସିଇ ୧୦୦ ଉପଲବ୍ଧ। ଏହା ସହିତ, ପ୍ରଥମଥର ପାଇଁ ଭାରତରେ ୧.୮ ଲିଟର ଇଞ୍ଜିନ୍ ଏବଂ ୧.୪ କିଲୋୱାଟ-ଘଣ୍ଟା ବ୍ୟାଟେରି ସହିତ ଶକ୍ତିଶାଳୀ ହାଇବ୍ରିଡ୍ ଇ-ଟେକ୍ ୧୬୦ ମଧ୍ୟ ଲଞ୍ଚ୍ କରାଯାଇଛି, ଯାହା ତାହାର ବେଷ୍ଟ-ଇନ୍-କ୍ଲାସ୍ ଇଫିସିଏନ୍ସି ପାଇଁ ପରିଚିତ।
- ପ୍ରଥମଥର ପାଇଁ ଭାରତରେ, ରେନୋଲ୍ଟ ଗୁଗୁଲ୍ ନିଜସ୍ୱ ନିର୍ମିତ ଓପେନ-ଆର ଲିଙ୍କ୍ ସହ ମଲ୍ଟିମିଡିଆ ସିଷ୍ଟମ୍ ପ୍ରଦାନ କରୁଛି।
- ଭାରତୀୟ ଗ୍ରାହକଙ୍କୁ ଧ୍ୟାନରେ ରଖି ତିଆରି ହୋଇଥିବା ନୂଆ ରେନୋ ଡସ୍ଟର ର ପ୍ରାୟ ୯୦% ଉପାଦାନ ଭାରତ ପାଇଁ ବିଶେଷ ଭାବେ ଡିଜାଇନ୍ କରାଯାଇଛି। ଏହା ରେନୋଲ୍ଟ ଗ୍ରୁପ୍ ମଡ୍ୟୁଲାର ପ୍ଲାଟଫର୍ମ (ଆରଜିଏମପି) ଉପରେ ଆଧାରିତ ଏବଂ ଶ୍ରେଷ୍ଠ କନେକ୍ଟିଭିଟି ସହ ୫-ଷ୍ଟାର ସୁରକ୍ଷା ମାନଦଣ୍ଡ ପାଇଁ ଇଞ୍ଜିନିୟର୍ କରାଯାଇଛି।
- ନୂଆ ରେନୋ ଡସ୍ଟର ହେଉଛି ରେନୋଲ୍ଟ ଇରନେଶନାଲ ଗେମ ପ୍ଲାନ ୨୦୨୭ ଅଧୀନରେ ଭାରତରେ ପ୍ରଥମ ପ୍ରଡକ୍ଟ ଉନ୍ମୋଚିତ।
- ବିଶେଷ ମୂଲ୍ୟ
- ଡିଲିଭରି ପ୍ରାଥମିକତା
- ମାଗଣା “ଗେଙ୍ଗ ଅଫ୍ ଡସ୍ଟର” ମର୍ଚ୍ଚାଣ୍ଡାଇଜ୍
- ନୂଆ ରେନୋ ଡସ୍ଟର କିପରି ତିଆରି ହେଉଛି, ସେଥିରେ ଦେଖିବାର ସୁଯୋଗ ନୂଆ ରେନୋ ଡସ୍ଟରର ମୂଲ୍ୟ ମାର୍ଚ୍ଚ ମାସର ମଧ୍ୟଭାଗରେ ଘୋଷଣା ହେବ ଏବଂ ଗ୍ରାହକ ଡିଲିଭରି ଏପ୍ରିଲ ୨୦୨୬ ରୁ ଆରମ୍ଭ ହେବ। ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଇ-ଟେକ୍ ୧୬୦ ଭେରିଅଣ୍ଟର ଡିଲିଭରି ଦୀପାବଳି ୨୦୨୬ ସମୟରେ ଆରମ୍ଭ ହେବ।
Comments are closed.