ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ବୃହତ୍ ଓ ଉନ୍ନତ ଅଫର ସହିତ ଡିଜିଟାଲ୍ ଇଣ୍ଡିଆ ସେଲର ଶୁଭାରମ୍ଭ


ଚଳିତ ସାଧାରଣତନ୍ତ୍ର ଦିବସରେ, ରିଲାଏନ୍‌ସ ଡିିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ‘ଡିଜିଟାଲ୍ ଇଣ୍ଡିଆ ସେଲ’ ର ଶୁଭାରମ୍ଭ କରାଯାଇଛିି । ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଏକ୍ସକ୍ଲୁସିଭ୍ ଡିଲ୍ ଓ ଅତୁଳନୀୟ ଅଫର ସମୂହ ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରେ ୨୨ ରୁ ୨୬ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।
ସାଧାରଣତନ୍ତ୍ର ଦିବସ ଉତ୍ସବ ସହିତ, ରିଲାଏନ୍‌ସ ଡିଜିଟାଲ୍ ୧୦,୦୦୦/-ଞ୍ଚ ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ତତ୍‌କ୍ଷଣାତ୍ ରିହାତି (ଇନ୍‌ଷ୍ଟାଂଟ ଡିସକାଉଂଟ) ସୁବିଧା ସିଟି, ଆଇସିଆଇସିଆଇ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଇଏମଆଇ/ ଅଣ-ଇଏମଆଇ ଟ୍ରାନ୍‌ଜାକ୍‌ସନରେ ରିଲାଏନ୍‌ସ ଡିଜିଟାଲ୍ ଓ ମାଇ ଜିଓ ଷ୍ଟୋରରେ ପ୍ରଦାନ କରୁଛି । ଏହି ସୁବିଧାକୁ ମଧ୍ୟ କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କଞ୍ଜୁମର ଡ୍ୟୁରେବଲ୍ ଲୋନ୍ ଉପରେ ଉପଲବ୍ଧ କରାଯାଇପାରିବ ଯେଉଁଥିରେ ମଧ୍ୟ ରହିଛି କାର୍ଡ଼ଲେସ୍ ଇଏମଆଇ ଟ୍ରାନ୍‌ଜାକ୍‌ସନ ତଥା କ୍ୟାସବ୍ୟାକର ସୁବିଧା ।
ଡିିଜିଟାଲ୍ ଇଣ୍ଡିଆ ସେଲ୍ ସହିତ ଗ୍ରାହକମାନେ ଅତୁଳନୀୟ ମୂଲ୍ୟ ସୁବିଧା ଓ ଇଏମଆଇ ବିକଳ୍ପକୁ ବିଭିନ୍ନ ବର୍ଗର ସାମଗ୍ରୀ ଯଥା ଟେଲିଭିଜନ, ଗୃହ ଉପକରଣ (ହୋମ୍ ଆପ୍‌ଲିଆନ୍‌ସେସ୍‌), ମୋବାଇଲ୍ ଫୋନ୍‌, ଲାପଟପ୍‌, ଆକ୍‌ସେସୋରିଜ୍‌, ୱିରେବଲ୍ ଓ ଆହୁରି ଅନେକ ସାମଗ୍ରୀରେ ପାଇପାରିବେ । ଗ୍ରାହକମାନେ ମଧ୍ୟ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ମାଇ ଜିଓ ଷ୍ଟୋରରୁ କ୍ରୟ କରିପାରିବେ କିମ୍ବା କ୍ସରକ୍ଷସବଦ୍ଭମରୟସଶସଗ୍ଧବକ୍ଷ.ସଦ୍ଭ ରେ ଅନ୍‌ଲାଇନ୍ କ୍ରୟ ସହିତ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଏବଂ ସେମାନଙ୍କର ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ସୁବିଧା ପାଇପାରିବେ ।
ଡିଜିଟାଲ୍ ଇଣ୍ଡିଆ ସେଲ୍ ସମୟରେ, ରିଲାଏନ୍‌ସ ଡିଜିଟାଲରେ ଅନେକ ବର୍ଗରେ ବିଭିନ୍ନ ଆକର୍ଷଣୀୟ ଅଫର ରହିଛି । ଗ୍ରାହକମାନେ ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଅତ୍ୟାଧୁନିକ ଗ୍ୟାଜେଟ୍ ମାନ ପାଇପାରିବେ । ଏଥିମଧ୍ୟରେ ଆଇଫୋନ୍ ୧୨ ମିନି ର ମୂଲ୍ୟ ଟ.୪୯,୬୫୦/-ଞ୍ଚ ରୁ ଆରମ୍ଭ ହେଉଥିବା ବେଳେ ସାମସଙ୍ଗ ୱାଚ୍ ଏଲଟିଇ (୪୨ ମିମି) ର ମୂଲ୍ୟ ଟ.୧୫,୯୯୯/- ରୁ ଆରମ୍ଭ ଏବଂ ଏହା ସହିତ ଆହୁରି ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ସୁବିଧା ରହିଛି । ଆଉ ମଧ୍ୟ ଏହି ଅଫର ସାମସଙ୍ଗ ଏସ୨୦ ଏଫଇ ୨୫୬ଜିବି ରେ ରହିଛି ଯାହାର ଆକର୍ଷଣୀୟ ମୂଲ୍ୟ ହେଉଛି ଟ. ୩୯,୯୯୯/- .
ଡିଜିଟାଲ୍ ଇଣ୍ଡିଆ ସେଲରେ ଲାପଟପଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି ଯେଉଁଥିରେ ରହିଛି ଲୋକପ୍ରିୟ ଡେଲ ଇନ୍‌ସ୍ପିରିୟନ ୫୪୯୦ ଥିନ୍ ଓ ଲାଇଟ୍ ଡିଜାଇନ୍ , ଏଥିରେ ରହିଛି ୧୦ମ ଜେନ୍ କୋର ଆଇ୫ ପ୍ରୋସେସର, ୫୧୨ ଏସଏସଡି ଷ୍ଟୋରେଜ୍‌, ୮ ଜିବି ରାମ, ୨ ଜିବି ଡେଡିକେଟେଡ୍ ଗ୍ରାଫିକ୍‌ସ ମେମୋରି ଓ ପ୍ରି-ଇନ୍‌ଷ୍ଟାଲଡ ମାଇକ୍ରୋସଫ୍‌ଟ ଅଫିସ ଯାହାକି କେବଳ ରିଲାଏନ୍‌ସ ଡିଜିଟାଲରେ ଉପଲବ୍ଧ ରହିଛି ଏବଂ ବର୍ତମାନ ଏହାର ଆକର୍ଷଣୀୟ ମୂଲ୍ୟ ରହିଛି ଟ.୬୧,୯୯୯/- । ଗ୍ରାହକମାନେ ମଧ୍ୟ ଇଂଟେଲ୍‌ର ସଦ୍ୟତମ ୧୦ମ ଜେନ ଆଇ୩ ଲାପଟପ୍ ସହିତ ପ୍ରିଇନ୍‌ଷ୍ଟାଲ୍‌ଡ ମାଇକ୍ରୋସଫ୍‌ଟ ଅଫିସ୍ ଟ.୩୩,୯୯୯/- ରେ ଓ ଆସସ୍ ଇ-ବୁକ୍ ୧୪ ଇଂଚ ମାତ୍ର ଟ. ୧୮,୯୯୯/-ରେ ୨ ବର୍ଷର ୱାରେଂଟି ସହିତ ପାଇପାରିବେ । ଏହା ସହିତ ଟ.୭୭୯୯/- ମୂଲ୍ୟର ମାଇକ୍ରୋସଫ୍‌ଟ ଅଫିସ୍ ହୋମ୍ ଓ ଷ୍ଟୁଡେଂଟ ୨୦୧୯ ମାତ୍ର ଟ.୧୦୦୦/- ରେ ପାଇପାରିବେ । ଆଉ ମଧ୍ୟ ଗେମିଂ ଲାପଟପରେ ଫ୍ଲାଟ୍ ୧୦% ରିହାତି଼ ସୁବିଧା ଲାଭ କରିପାରିବେ ।
ଗ୍ରାହକମାନେ ମଧ୍ୟ ବ୍ୟାପକ ବର୍ଗର ଟିଭି ଉପରେ ଆକର୍ଷଣୀୟ ଅଫରମାନ ପାଇପାରିବେ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ୩୨ଇଞ୍ଚ ସ୍ମାର୍ଟ ଟିଭି (ହାଇ-ସେନ୍‌ସ, ତୋସିବା, ୱାନପ୍ଲସ, ଟିସିଏଲ ଓ ଆଇଫାଲକନ) ୨ ବର୍ଷର ୱାରେଂଟି ଞ୍ଚ ସହିତ ଯାହାର ମୂଲ୍ୟ ଟ.୧୨,୪୯୦/- ଞ୍ଚ ରୁ ଆରମ୍ଭ ହେଉଛି । ସାମସଙ୍ଗ ୫୦ ଇଞ୍ଚ କ୍ୟୁଏଲଇଡି ସ୍ମାର୍ଟ ଟିଭି ର ମୂଲ୍ୟ ୩ ବର୍ଷର ୱାରେଂଟିଞ୍ଚ ଓ ୩ ମାସ ପାଇଁ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପ୍‌ସନ ସୁବିଧା ସହିତ ହେଉଛି ଟ.୬୪,୯୯୦/-ଞ୍ଚ । ଗ୍ରାହକମାନେ ମଧ୍ୟ ୫୫ ଇଞ୍ଚ ୟୁଏଚଡି ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି କୁ ୨ ବର୍ଷର ୱାରେଂଟି ସହିତ ପାଇପାରିବେ ଯାହାର ପ୍ରାରମ୍ଭିକ ମୂୂଲ୍ୟ ରହିଛି ଟ.୩୪,୯୯୦/- ଓ ଏଥିରେ ମିଳିପାରିବ ଟ.୧୦,୦୦୦/- ପର୍ଯ୍ୟନ୍ତ ମାଗଣା ଉପହାର ।
ୱାସିଂ ମେସିନ ଗୁଡିକରେ ରହିଥିବା ଅଫରରେ ଅନ୍ତର୍ଭୁକ୍ତ ରହିଛି କେଲଭିନେଟର ୬ କେଜି ଫ୍ରଂଟ ଲୋଡ୍ ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ଟ.୧୯,୯୯୦/-, ସାମସଙ୍ଗ ୬.୫ କେଜି ଟପଲୋଡ୍ ଯାହାର ମୂଲ୍ୟ ଟ.୧୩,୯୯୦/- ଓ ହାୟର ୧୯୫ ଏଲ୍ ଡିସି ଯାହାର ପ୍ରାରମ୍ଭିକ ମୂଲ୍ୟ ଟ.୧୧,୯୯୦/- । ପାନାସୋନିକ୍ ଏସବିଏସ ର ମୂଲ୍ୟ ହେଉଛି ଟ.୪୯,୯୯୦/- ଓ ୧.୫ ଟନ୍ ୩ ଷ୍ଟାର ଏସି ମୂଲ୍ୟ ଟ.୨୯,୯୯୦/-, ଏଲଜି ୧.୫ ଟନ୍ ୩ ଷ୍ଟାର ଏସି ର ମୂଲ୍ୟ ଟ.୩୩,୯୯୦/- ରହିଛି ।
ଚଳିତ ବର୍ଷର ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତି ସହଜିଆ ଫାଇନାନ୍ସ ସୁବିଧା ଓ ଇଏମଆଇ ବିକଳ୍ପ ସହିତ ଏଥର ଆହୁରି ଅଧିକ ଆକର୍ଷଣୀୟ ହୋଇଛି ।
ଞ୍ଚ ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।
ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ
ରିଲାଏନ୍ସ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୪୦୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି । ଏଥିରେ ରହିଛି ୨୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ । ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ । ରିଲାଏନଓ ଡିଜିଟାଲରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତି ସେବା ପ୍ରଦାନ କରିଥାଏ । ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ ।
ସହଜରେ କ୍ରୟ କରିବା ପାଇଁ ବର୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (ଆପଣଙ୍କ ନିକଟରେ ଥିବା ଷ୍ଟୋରରୁ) ପ୍ରଦାନ କରେ । ଗ୍ରାହକମାନେ ମଧ୍ୟ ୱେବସାଇଟ ଜରିଆରେ କ୍ରୟ କରିପାରିବେ ଓ ନିକଟତମ ଷ୍ଟୋରରୁ ତାଙ୍କର ଉତ୍ପାଦକୁ ନେଇପାରିବେ ।
ଅଧିକ ସୂଚନା ପାଇଁ ଲଗ୍ ଅନ୍ କରନ୍ତୁ : www.reliancedigital.in.


Share It

Comments are closed.