ରିଲାଏନ୍‌ସ ଡିଜିଟାଲରେ ‘ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍


ଚଳିତ ପାର୍ବଣ ଋତୁରେ ଫେଷ୍ଟିଭାଲ୍ ଅଫ୍ ଇଲେକ୍‌ଟ୍ରୋନିକ୍‌ସ ସହିତ ରିଲାଏନ୍‌ସ ଡିଜିଟାଲ୍ ଏହାକୁ ପାଳନ କରିବା ପାଇଁ ସଭିଙ୍କୁ ସୁଯୋଗ ପ୍ରଦାନ କରୁଛି । ଆପଣଙ୍କର ପସନ୍ଦର ଟେକ୍ ଉପରେଆକର୍ଷଣୀୟ ଅଫର ଓ ଡିସକାଉଂଟ ଲାଭ କରନ୍ତୁ ।    ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ୩ ଅକ୍ଟୋବର ଠାରୁ ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in ରେ ଉପଲବ୍ଧ ହେବ । ଗ୍ରାହକମାନେସମସ୍ତ ଏସବିଆଇ କାର୍ଡ଼ ଟ୍ରାନ୍‌ଜାକ୍‌ସନ ଉପରେ ୧୦% ର ଇନଷ୍ଟାଂଟ ଡିସକାଉଂଟ ପାଇପାରିବେ ଯାହାକି ଟ.୨୦୦୦/- ପର୍ଯ୍ୟନ୍ତ ଅଟେ । ଏହି ଅଫର ଟି ଷ୍ଟୋରରୁ କ୍ରୟ କ୍ଷେତ୍ରରେ ୩ ରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଯୁଜ୍ୟଓ www.reliancedigital.in ରୁ କ୍ରୟ କ୍ଷେତ୍ରରେ ୩ ରୁ ୧୦ ଅକ୍ଟୋବର**  ପର୍ଯ୍ୟନ୍ତ  ପ୍ରଯୁଜ୍ୟ ଅଟେ । ଗ୍ରାହକମାନେ ମଧ୍ୟ ପେଟିଏମ୍ ରେ ସର୍ବନିମ୍ନ ପେମେଂଟ ଟ୪୯୯୯/- କ୍ଷେତ୍ରରେ ଟ.୧୦୦୦/- ପର୍ଯ୍ୟନ୍ତକ୍ୟାସବ୍ୟାକ୍ ଉପଲବ୍ଧ କରିପାରିବେ । ଏବଂ ଏହା ସହିତ ବିଭିନ୍ନ ବର୍ଗ ଯଥା ଟିଭି, ରେଫ୍ରିଜରେଟର, ୱାସିଂ ମେସିନ୍‌, ଲାପଟପ୍‌, ମୋବାଇଲ୍ ଫୋନ୍ ଓ ହୋମ୍ ଆପ୍‌ଲିଆନ୍‌ସେସ୍ ଉପରେ ଅନେକ ଗୁଡ଼ିଏ ସ୍ୱତନ୍ତ୍ର ଅଫର ରହିଛି ।

  • ଟିଭିରେ କିଣନ୍ତୁ ସାମସଙ୍ଗ ନିଓ କ୍ୟୁଏଲଇଡି ୩ ବର୍ଷର ୱାରେଂଟି ସହିତ ଯେଉଁଥିରେ ରହିଛି ୨୦% ପର୍ଯ୍ୟନ୍ତ  କ୍ୟାସବ୍ୟାକର ସୁବିଧା ଓ ପାଆନ୍ତୁ ଟ.୩୭,୪୦୦/- ମୂଲ୍ୟର ସାମସଙ୍ଗ ସାଉଣ୍ଡ ବାର୍ ସମ୍ପୂର୍ଣ୍ଣ ମାଗଣା ।ଆଉ ମଧ୍ୟ ଏଲଜି ଓଏଲଇଡି ରେଞ୍ଜର ସ୍ମାର୍ଟ ଟିଭି ୩ ବର୍ଷର ୱାରେଂଟି ସହିତ ଉପଲବ୍ଧ ଓ ଏଥିରେ ୨୦% କ୍ୟାସବ୍ୟାକର ସୁବିଧା ରହିଛି ।
  • ଅଗ୍ରଣୀ ବ୍ରାଣ୍ଡ ଯଥା ଏଲଜି, ସାମସଙ୍ଗ ଓ ହୁଇର୍ଲପୁଲରୁ ଫ୍ରଷ୍ଟ-ଫ୍ରି ରେଫ୍ରିଜରେଟର ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୯,୯୦୦/- । କେବଳ ଏତିକି ନୁହେଁ, ଆପଣ ଡାଇରେକ୍ଟ କୁଲ୍ ରେଫ୍ରିଜରେଟର କିଣିପାରିବେ ଯାହାକିଟ.୧୨,୪୯୦/- ରୁ ଆରମ୍ଭ ।
  • ୱାସିଂ ମେସିନ୍ ପାଇଁ, ଟପ୍ ଲୋଡ୍ ରେଞ୍ଜ ଟ.୧୨,୯୯୦/- ରୁ ଆରମ୍ଭ । ଅଗ୍ରଣୀ ବ୍ରାଣ୍ଡ ମାନଙ୍କରୁ ଫ୍ରଂଟ ଲୋଡ୍ ୱାସିଂ ମେସିନ୍ ପାଆନ୍ତୁ ମାତ୍ର ଟ.୧୮,୯୯୦/- ର ଅବିଶ୍ୱସନୀୟ ମୂଲ୍ୟରେ ।
  • ଏହା ସହିତ ଆମର କୋର୍ ଆଇ୩ ଲାପ୍‌ଟପର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୩୭,୯୯୯/- ଓ ଗେମିଂ ଲାପଟପର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୬୩,୯୯୯/- । ଏଚପି ଭିକଟସ୍ ଇଂଲେ୍ ଗେମିଂ ଲାପଟପ୍ ରେଞ୍ଜ କେବଳ ଆରଡି ରେ ଉପଲବ୍ଧଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୭୫,୯୯୯/- । ଅନ୍ୟପକ୍ଷରେ, ବଛା ବଛା ଲାପଟପ୍ କ୍ରୟ କ୍ଷେତ୍ରରେ ପାଆନ୍ତୁ ଓୟାରଲେସ୍ ଅଡିଓ ଓ ଆଇଟି ଆକ୍‌ସେସୋରି ଆଡ୍‌-ଅନ୍‌ସ ଟ.୧୧,୯୬୩/- ମୂଲ୍ୟର ଏବଂ ଏହା ସହିତ ଆକର୍ଷଣୀୟନୋ କଷ୍ଟ ଇଏମଆଇ ଅଫର ସୁବିଧା ମଧ୍ୟ ଉପଲବ୍ଧ ।
  • ମୋବାଇଲ୍ ଫୋନରେ ମଧ୍ୟ ସ୍ପେଶିଆଲ୍ ଅଫର ପ୍ରଦାନ କରାଯାଉଛି । ଲାଟେଷ୍ଟ ଆଇଫୋନ୍ ୧୩ ରେ ଟ.୬୦୦୦/- ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସୁବିଧା ସହିତ ଟ.୩୦୦୦ ର ଏକ୍ସଚେଞ୍ଜ ବୋନସ୍ ସୁବିଧା ମଧ୍ୟ ଉପଲବ୍ଧ । ଏହା ସହିତୱାନପ୍ଲସ୍ ନର୍ଡ଼ ସିଇ ଟ.୨୪,୯୯୯/- ର ପ୍ରାରମ୍ଭିକ ମୂଲ୍ୟ ଓ ଅନେକ ସୁବିଧା ସହିତ ମଧ୍ୟ ଉପଲବ୍ଧ ।
  • ଏହା ସହିତ ହୋମ୍ ଆପଲିଆନ୍‌ସେସ୍ ଉପରେ ମଧ୍ୟ ଆକର୍ଷଣୀୟ ଅଫର ସବୁ ପ୍ରଦାନ କରାଯାଉଛି! ବ୍ରେକଫାଷ୍ଟ କମ୍ବୋ ପାଆନ୍ତୁ ମାତ୍ର ଟ.୧୬୯୯/- ରେ ଯେଉଁଥିରେ ରହିଛି ସାଣ୍ଡୱିଚ୍ ମେକର ଓ ଇଲେକ୍‌ଟ୍ରିକ୍ କେଟିଲ୍ ।
  • ଇଲେକ୍‌ଟ୍ରୋନିକ୍‌ସର ଏହି ପର୍ବ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଚଳିତ ବର୍ଷ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି)ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ । ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ କଠୋର ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କପ୍ରତି ଯତ୍ନବାନ ରହିଛନ୍ତି ।

Share It

Comments are closed.