କରୋନାରେ ଆଖୁ ବୁଜିଲେ ସ୍ପେନ ରାଜକୁମାରୀ ମାରିୟା ଟେରେସା


ସାରା ବିଶ୍ଵରେ ମହାମାରୀ ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ଶିକାର ହୋଇଛନ୍ତି ସ୍ପେନର ରାଜକୁମାରୀ। କରୋନା ଦ୍ବାରା ଆକ୍ରାନ୍ତ ଥିବା ରାଜକୁମାରୀ ମାରିୟା ଟେରେସାଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ବିଶ୍ଵର କୌଣସି ଏକ ରାଜ ପରିବାରରେ ଏହା ପ୍ରଥମ କରୋନା ମୃତ୍ୟୁ। ରାଜକୁମାରୀଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।


Share It

Comments are closed.