ଅନ୍ତିମ ଯାତ୍ରାରେ ବାହାରିଲେ ପ୍ରଣବ, ପିପିଇ କିଟ ପିନ୍ଧି କାନ୍ଧ ଦେଲେ ଯବାନ


ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି । ତାଙ୍କ ମୃତ ଶରୀରକୁ ତାଙ୍କ ବାସଭବନ ୧୦ ରାଜାଜି ମାର୍ଗରୁ ଲୋଧି ସ୍ମଶାନ ଯାଏଁ ନିଆଯାଉଛି । ପିପିଇ କିଟ ପିନ୍ଧି ଯବାନମାନେ ତାଙ୍କ ମରଶରୀରକୁ କାନ୍ଧ ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହା ଏକ ଦୁଖଦ ଖବର ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆମମାନଙ୍କ ମଧ୍ୟରେ ଆଉ ନାହାନ୍ତି ।


Share It

Comments are closed.