“ନା ଆମେ ଅଟକିବ, ନା ଭାରତ ଅଟକିବ” କହି ବଜେଟ ଅଧିବେଶନର ପ୍ରଥମ ଅଭିଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି


ମହାମହୀମ ରାଷ୍ଟ୍ରପତି ଶ୍ରୀ ରାମନାଥା କୋବିନ୍ଦ ବଜେଟ ଅଧିବେଶନର ପ୍ରଥମ ଦିନ ନିଜର ଅଭିଭାଷଣ ଦେବା ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ ହେଉଥିବା ଏହି ଅଧିବେଶନକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ଯେ, ନୂଆ ଦଶନ୍ଧି ଏବଂ ନୂଆ ବର୍ଷର ଏହା ପ୍ରଥମ ଅଧିବେଶନ ଅଟେ । ଏହା ସହ ଆମେ ଭାରତ ସ୍ୱାଧୀନର ୭୫ତମ ବର୍ଷରେ ପ୍ରବେଶ କରିଛୁ ।


Share It

Comments are closed.