ସ୍କୁଲରୁ ବାହାରିଲା ୨୦ଫୁଟର ବିରାଟ ସାପ, ଦେଖନ୍ତୁ ଭିଡିଓ
ଗଜପତି: ଓଡ଼ିଶାର ଏକ ସ୍କୁଲରୁ ବାହାରିଛି ଏକ ବିରାଟ ଅହିରାଜ ସାପ, ଏହାର ଗର୍ଜନରେ ଲୋକେ ଭୟଭୀତ ହୋଇଯାଇ ଥିବା ବେଳେ ଉଦ୍ଧାରକାରୀ ଦଳ ମଧ୍ୟ ଆୟତ କରିବାକୁ ଯାଇ ନୟାନ୍ତ ହେବାକୁ ପଡ଼ିଛି ।
ଘଟଣାଟି ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ଏକ ସ୍କୁଲର କ୍ଲାସରୁମ୍ ଭିତରେ ଥିବା ଏକ ବେଞ୍ଚ ତଳେ ୨୦ ଫୁଟ ଲମ୍ବର କିଙ୍ଗ୍ କୋବ୍ରା ଦେଖିବାକୁ ମିଳିଥିଲା। ସାପର ସନ୍ଧାନରେ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ତୁରନ୍ତ ସାପ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ଥାନୀୟ ସ୍ନେକ୍ ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲେ।ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ବିଷାକ୍ତ ସାପଟିକୁ କାବୁ କରିଥିଲେ। ସାପଟିକୁ ଧରିବା ପରେ ଉଭୟ ସଂପ୍ରଦାୟ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ସୁନିଶ୍ଚିତ କରି ସାପଟିକୁ ସୁରକ୍ଷିତ ଭାବେ ପ୍ରାକୃତିକ ବାସସ୍ଥଳୀକୁ ଫେରାଇ ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ବିଷାକ୍ତ ସାପଟିକୁ କାବୁ କରିଥିଲେ। ସାପଟିକୁ ଧରିବା ପରେ ଉଭୟ ସଂପ୍ରଦାୟ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ସୁନିଶ୍ଚିତ କରି ସାପଟିକୁ ସୁରକ୍ଷିତ ଭାବେ ପ୍ରାକୃତିକ ବାସସ୍ଥଳୀକୁ ଫେରାଇ ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
Comments are closed.