‘ବଏକଟ ଇଣ୍ଡିଆନ ପ୍ରଡକ୍ଟ’ର ନାରା ଲାଗାଉଥିବା ପାକିସ୍ତାନୀଙ୍କୁ ଉଚିତ ଜବାବ୍ ଦେଲେ ଭାରତୀୟ


ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନର ସମ୍ପର୍କରେ ତିକ୍ତତା ଦେଖାଦେଇଥିବାବେଳେ ବୁଧବାର ଦିନ ପାକିସ୍ତାନୀ ଜନସାଧାରଣଙ୍କ ମଧ୍ୟରେ (#BoycottIndianProducts ) ଭାରତୀୟ ଉତ୍ପାଦ ବନ୍ଦର ଏକ ନାରା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପାକିସ୍ତାନୀ ଜନସାଧାରଣଙ୍କ ଏହି ନାରା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତୀୟ ମାନେ ଠିକ ସମାନ ତଙ୍ଗରେ ଏହାର ଉଚିତ ଜବାବ ଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ପାକିସ୍ତାନୀଙ୍କୁ ଉଚିତ ଜବାବ ଦେଇଥିବା ଭାରତୀୟଙ୍କର କିଛି ଝଲକ ଦେଖନ୍ତୁ


Share It

Comments are closed.