ଆସନ୍ତା କାଲି ରାତି ୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କଲେ ରାଜ୍ୟ ସରକାର


କୋଭିଡ୍ ମୁକାବିଲା ନେଇ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶୁକ୍ରବାର ରାତି୯ଟା ରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ​ରେ ୧୪ ଦିନ ପାଇଁ ଲକ୍ ଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
ଆସନ୍ତାକାଲି ରାତି ୯ଟାଠାରୁ ୩୧ ଜୁଲାଇ ୨୦୨୦ ପର‌୍ୟ୍ୟନ୍ତ ୧୪ ଦିନ ଅର୍ଥାତ ୩୧ ତାରିଖ ପର‌୍ୟ୍ୟନ୍ତ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କଟକ ସମେତ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍ ଜାରି ରହିବ।


Share It

Comments are closed.