ଜାଣନ୍ତି କି ଶରୀର ପାଇଁ କେତେ ଫାଇଦାକାରୀ ହୋଇଥାଏ ପାନମଧୁରୀ ପାଣି
ସମସ୍ତେ ଖାଦ୍ୟ ସହିତ ଜିରା ପାଣି ପାନମହୁରି ପାଣି ଇତ୍ୟାଦି ପିଇଥାନ୍ତି । କିନ୍ତୁ ଏହାର ବିଭିନ୍ନ ଉପକାରୀ େଓøଷଧିୟ ଗୁଣ ରହିଛି ବୋଲି ଜାଣି ନଥିବେ । ଏହାର ବହୁ ପ୍ରକାରର ଉପକାରୀ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା . . . . .
୧. ଭିଟାମିନ-ସି କମ ହେଉଥିବା ବ୍ୟକ୍ତି ମାନେ ପ୍ରତିଦିନ ପାନମହୁରୀ ପାଣି ପିଇପାରିବେ । ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୨. ପାନମହିରୀ ଖାଇବା ଦ୍ୱାରା ପେଟର ଯନ୍ତ୍ରଣା, କୋଷ୍ଠ କାଠିନ୍ୟ ପରି ସମସ୍ୟା ଦୂର କରିଥାଏ ଏବଂ ହଜମ କ୍ରିୟାରେ ସାହାଯ୍ୟ କରିଥାଏ ।
୩. ପାନମଧୁରୀ ବ୍ରୋକାଇନଟିକ୍ସ ଏବଂ ବିଭିନ୍ନ ପ୍ରକାରର ଖାସ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୪. ଏହି ପାନମହୁରୀ ପାଣି ପେଟର ଚର୍ବି କମ କରିବାରେ ସାହାଯ୍ୟ କରିଥାଏ ।
୫. ଏହା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫାଇବରର ଉତ୍ତମ ସ୍ରୋତ ହେଇଥିବାରୁ ହୃଦ ରୋଗୀମାନଙ୍କ ପାଇଁ ଏହା ଖୁବ ଲାଭଦାୟକ ଅଟେ ।
୬. ଯେଉଁ ମହିଳାମାନଙ୍କର ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ ସେମାନେ ପ୍ରତିଦିନ ପାନମଧୁରି ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
୭. ଥଣ୍ଡା ଖାସ ସମସ୍ୟା ଦେଖାଯାଉଥିଲେ ଆପଣ ପାନମଧୁରୀକୁ ମିଶ୍ରି ସହିତ ଫୁଟାଇ ପିଇପାରିବେ ।
୮. ଏହା ଓଜନ ହ୍ରାସ କରିବା ସହିତ ତ୍ୱଚାରେ ଭଲ ବ୍ରଣ ସମସ୍ୟା ଦୂର ହୋଇଥାଏ ।
୯. ଏହା ମେଟାବୋଲିଜିମର ମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ ।
୧୦. ଏହା ଉଚ୍ଚ ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ ରାମ ବାଣ ପରି କାର୍ଯ୍ୟ କରିଥାଏ ଏବଂ ଆଖିର ଉତ୍ତ୍ୱଳତା ବୃଦ୍ଧି କରିଥାଏ ।
Comments are closed.