କେଏଫ୍‌ସିର କ୍ରିସ୍ପି ଡେଜ୍ ଅଫର୍


ଭୁବନେଶ୍ୱର : କେଏଫ୍‌ସିର ସୀମିତ ଅବଧି କ୍ରିସ୍ପି ଡେଜ୍ ଅଫର୍ ପୁଣିଥରେ ଆରମ୍ଭ ହୋଇଛି । ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ୪୦% ପର୍ଯ୍ୟନ୍ତ ସଂଚୟ କରନ୍ତୁ । ସ୍ୱତନ୍ତ୍ର ହଟ୍ ଆଣ୍ଡ୍ କ୍ରିସ୍ପି ଲେଗ୍ ପିସ୍ ଭଳି ଆପଣଙ୍କର ସ୍ୱାଦିଷ୍ଟ କେଏଫ୍‌ସି ଫେଭରାଇଟ୍‌ଗୁଡିକର ୮ ପିସ୍‌କୁ ଉପଭୋଗ କରନ୍ତୁ । ହଟ୍ ୱିଙ୍ଗ୍‌ସର ମୂଲ୍ୟ କେବଳ ୨୯୯ ଟଙ୍କାରୁ ଆରମ୍ଭ ହୋଉଛି । ୪୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅନ୍‌ଲିମିଟେଡ ପେପ୍‌ସି ଜିରୋ ସୁଗାର ରିଫିଲ୍‌ସ ସହ ଚିକେନ ପ୍ରେମୀମାନେ ହଟ୍ ଆଣ୍ଡ କ୍ରିସ୍ପି ଲେଗ୍ ପିସ୍‌, ହଟ୍ ୱିଙ୍ଗସ୍ ଏବଂ ନରମ ଓ ଜୁସି ପେରି ପେରି ଷ୍ଟ୍ରିପ୍ ଭଳି ସିଗ୍ନେଚର ମେନ୍ୟୁ ଆଇଟମ ସହିତ ଏକ କ୍ରିସ୍ପି ମିଲ୍‌ରେ ନିଜକୁ ନିମଜ୍ଜିତ କରିପାରିବେ ।
କେଏଫ୍‌ସି ଆପ୍ ମାଧ୍ୟମରେ ଡାଇନ୍‌-ଇନ୍ କିମ୍ବା ଅର୍ଡର୍ ଉପରେ ଆକର୍ଷଣୀୟ କ୍ରିସ୍ପି ଅଫର୍ ପାଇବା ପାଇଁ ଆପଣଙ୍କର ନିକଟସ୍ଥ କେଏଫ୍‌ସି ରେଷ୍ଟୁରାଂଟ୍‌କୁ ଯାଆନ୍ତୁ ଏବଂ ମାଗଣା ଡେଲିଭରି ପାଆନ୍ତୁ । ଆସନ୍ତା ଜୁନ୍ ୩୦ ତାରିଖ ପୂର୍ବରୁ ଚଳିତ ବର୍ଷର ସବୁଠାରୁ କ୍ରିସ୍ପି ଅଫର୍ ହାସଲ ପାଇବା ପାଇଁ ନିଶ୍ଚିତ କରନ୍ତୁ ।


Share It

Comments are closed.