ଆଇସିଏସଇ-ଆଇଏସସି ବୋର୍ଡ ରେଜଲ୍ଟ ପ୍ରକାଶ, ୱେବସାଇଟ ଡାଉନ୍ ହେଲେ ଡିଜିଲକର ମାଧ୍ୟମରେ ଦେଖନ୍ତୁ ଫଳାଫଳ

Share It

ଦଶମ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଫଳକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଦେଖିବାକୁ ଯାଉଛନ୍ତି। କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (ସିଆଇଏସ୍ସିଇ) ପକ୍ଷରୁ ୨୦୨୫ ପାଇଁ ଆଇସିଏସ୍ଇ (ଦଶମ ଶ୍ରେଣୀ) ଆଇଏସ୍ସି (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାକୁ ଯାଉଛି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳାଫଳ ଘୋଷଣା କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ଫଳ ପ୍ରକାଶ ପାଇବ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଅଫିସିଆଲ ୱେବସାଇଟ cisce.org, results.cisce.org ଡିଜିଲକର ଜରିଆରେ ଅନଲାଇନରେ ନିଜର ରେଜଲ୍ଟ ଦେଖିପାରିବେ


Share It

Comments are closed.