ଓଡ଼ିଶା ମୋ ପରିବାର ପକ୍ଷରୁ କରୋନା ମୃତକଙ୍କ ନିଶୁଳ୍କ ଶବ ସତ୍କାର


କଟକରେ ଓଡ଼ିଶା ମୋ ପରିବାର ପକ୍ଷରୁ କରୋନା ମୃତକଙ୍କ ନିଶୁଳ୍କ ଶବ ସତ୍କାର ବ୍ୟବସ୍ଥାରେ ଆଜି ଚୌଦ୍ଵାର ଶାଳଗାଁ ଅଂଚଳର ଚନ୍ଦ୍ରମୋହନ ଚୌଧୁରୀ (୫୫ ବର୍ଷ) ଓ କଟକ ଶଙ୍କରପୁର ଅଂଚଳର ଭାସ୍କର ଜେନା (୫୨ ବର୍ଷ) ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଆଇସୋଲେସନ୍ ବିଭାଗରେ ମୃତ୍ୟୁବରଣ କରିଥିବାବେଳେ ଓଡ଼ିଶା ମୋ-ପରିବାର ପକ୍ଷରୁ ତାଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ମାଧ୍ୟମରେ କାଳିଆବୁଦା ଶ୍ମଶାନକୁ ଅଣାଯାଇ ଶବ ସତ୍କାର କରାଯିବା ସହ ତାଙ୍କ ପରିବାରକୁ ଆନୁସଙ୍ଗିକ ସହାୟତା ଯୋଗାଇଦିଆଯାଇଛି।


Share It

Comments are closed.