ଏପରି ଖାଦ୍ୟ ଯାହା ତୁରନ୍ତ ଆଣିବ ଆପଣଙ୍କ ରକ୍ତ ଶର୍କରାରେ ନିୟନ୍ତ୍ରଣ


ଏପରି କୌଣସି ଖାଦ୍ୟ ନାହିଁ ଯାହା ଆପଣଙ୍କ ଶରୀରରୁ ସମ୍ପୂର୍ଣ୍ଣଭାବେ ଡାଇବେଟିସକୁ ନାଶ କରିପାରିବ । କିନ୍ତୁ ଏପରି କିଛି ଅଛି ଯାହା ତୁରନ୍ତ ଆପଣଙ୍କ ରକ୍ତ ଶର୍କରା ତଥା ଡାଇବେଟିସକୁ ନିୟନ୍ତ୍ରଣ କରିପାରିବ । ଆପଣ ଇନସୁଲିନ ନେଉଥିଲେ ଏହି ଇନସୁଲିନର ମଧ୍ୟ ଆବଶ୍ୟକ ପଡିବ ନାହିଁ । ଏକ ଶରୀରରେ ସାଧାରଣ ରକ୍ତ ଶର୍କରାର ସ୍ତର ହେଉଛି ୭୦ରୁ ୯୦ ଏମଜି ଡିଏଲ ଏବଂ ଫାଷ୍ଟିଙ୍ଗ ପରେ ୨୦୦ରୁ କମ । ଆପଣଙ୍କ ରକ୍ତ ଶର୍କରାର ସ୍ତର ୨୦୦ଏମଜି ଡାଏଲରୁ ଅଧିକ ହେଲେ ଏହା କ୍ଷତିକାରକ ହୋଇଥାଏ । ଏପରି ଖାଦ୍ୟ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ଶରୀରରେ ରକ୍ତ ଶର୍କାରକୁ ନିୟନ୍ତ୍ରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ପର୍କରେ. . . .
୧. ଅଣ୍ଡା – ଫ୍ୟାଟ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଣ୍ଡା ତୁରନ୍ତ ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରଣ ହୋଇଥାଏ । ଯଦି ଆପଣ ଦିନକୁ ଦୁଇଟି ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କ ରକ୍ତ ଶର୍କରାରେ ନିୟନ୍ତ୍ରଣ ହୋଇପାରିବ ।
୨. ପରିବା – ସବୁଜ ପନିପରିବା ଡାଇଏଟାରୀ ଫାଇବର, ଭିଟାମିନ ଏବଂ ମିନେରାଲବର ଉତ୍ତମ ସ୍ରୋତ ଅଟେ । ଆପଣ ଏହାର ସାଲାଡ କିମ୍ବା ସ୍ମୁଥି କରିକି ମଧ୍ୟ ପିଇପାରିବେ ।
୩. ସାଇଟ୍ରସ ଫୁଟ – ସାଇଟ୍ରୁସ ଫ୍ରୁଟରେ ଭିଟାମିନ ସି ଅଧିକ ପରିମାଣରେ ଥିବାରୁ ଏହା ରକ୍ତ ଶର୍କରାରେ ତୁରନ୍ତ ନିୟନ୍ତ୍ରଣ ଆଣିଥାଏ ।
୪. ବ୍ଲୁ ବୋରୀ – ବିଏମଡେର ଏକ ଜର୍ନାଲ ଅନୁଯାୟୀ ବ୍ଲୁବେରୀ ଖାଇବା ଦ୍ୱାରା ତରୁନ୍ତ ରକ୍ତ ଶର୍କରାରେ ନିୟନ୍ତ୍ରଣ ଆସିଥାଏ । ଏହା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫାଇବର ଏକ ଉତ୍ତମ ସ୍ରୋତ ଅଟେ ।
୫. ଆଭେକାଡେ – ସମସ୍ତ ପ୍ରକାରର ରୋଗ ପାଇଁ ଆଭୋକାଡୋ ଏକ ସୁପରଫୁଡ । ଡାଇବେଟିସ ରୋଗୀ ପ୍ରତିଦିନ ଆଭୋକାଡୋ ଖାଇବା ଦ୍ୱାରା ତାଙ୍କର ରକ୍ତ ଶର୍କରାରେ ନିୟନ୍ତ୍ରଣ ହୋଇଥାଏ ।
୬. ଦହି – ଦହି ପ୍ରୋବାଇଓଟିକର ଏକ ଉତ୍ତମ ସ୍ରୋତ । ଏହା ଖାଇବା ଦ୍ୱାରା ରକ୍ତ ଶର୍କରାରେ ନିୟନ୍ତ୍ରଣ ଆସିଥାଏ । ଆପଣ ଦହି, ବଟର ମିଲ୍କ ଏବଂ ଲସି ଇତ୍ୟାଦି ଖାଇପାରିବେ ।
୭. ଓଟସ – ଫାଇବରର ରିଚ ସଲ୍ୟୁବଲ ଫାଇବର ଏବଂ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଡାଇବେଟିସ ରୋଗୀଙ୍କ ପାଇଂ ଖୁବ ଉପକାରୀ । ଏହା ଶରୀରରେ ବିଭିନ୍ନ ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।


Share It

Comments are closed.