ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ ଅଛି କି ? ତେବେ ଘରେ ବସି କରି ଆପଣେ ହୋଇପାରିବେ ଲକ୍ଷପତି, ଜାଣନ୍ତୁ କେମିତି


ଆଜି ତୁମର କଏନ ବିକ୍ରି କରି ରୋଜଗାର କରିବା ପାଇଁ ଏକ ଭଲ ସୁଯୋଗ ଆସିଛି । ଏହି କଏନ ବିକ୍ରି କରି ତୁମେ ଖୁବ ସହଜରେ ଲକ୍ଷପତି ମଧ୍ୟ ହୋଇପାରିବ । ସବୁ ଖାସ କଥା ଏହା ଯେ, ଏଥିପାଇଁ ତୁମକୁ କିଛି କରିବା ପାଇଁ ପଡିବ ନାହିଁ । ଆପଣଙ୍କ ପାଖରେ ଏଥିପାଇଁ ୨୫ ପଇସାର ଖାସ କଏନ ଥିବା ନିହାତି ଦରକାର । ଯଦି ଏହା ଆପଣଙ୍କ ପାଖରେ ଅଛି ତେବେ ସିଧାସଳଖ ୧.୫ ଲକ୍ଷ ଟଙ୍କା ଆପଣଙ୍କର ହୋଇଯିବ । ଆପଣଙ୍କୁ ଏହି ଆଣ୍ଟିକ କଏନର ଫଟୋ ଇଣ୍ଡିଆମାର୍ଟ ୱେବସାଇଟ ଅପଲୋଡ କରିବାର ଅଛି । ଯାହା ପରେ ଲୋକେ ଏହି କଏନ ପାଇଁ ନିଲାମି ଡାକିବେ ଏବଂ ଆପଣ ଯାହାକୁ ଚାହିଁବି ତାକୁ ଏହି କଏନ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।
ଏଥିପାଇଁ ୨୫ ପଇସାର କେଉଁ ଖାସ କଏଦ ଦରକାର ଏବଂ ଏହା ଦ୍ୱାରା କିପରି ରୋଜଗାର କରିବେ ତାହା ଆମେ ଆପଣଙ୍କୁ କହିବା ।
କେଉଁ କଏନ ଆପଣଙ୍କୁ ଲକ୍ଷପତି କରିବ ତାହା ଜାଣନ୍ତୁ ?
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଆମାର୍ଟ ୱେବସାଇଟରେ ପୁରୁଣା କଏନ ଏବଂ ନୋଟ ନିଲାମି ପ୍ରକ୍ରିୟା ଚାଲିଛି । ଯଦି ଆପଣଙ୍କର ପୁରୁଣା ଜିନିଷ ଏକାଠି କରିବାର ସଉକ ଅଛି ତେବେ ଏହା ଆପଣଙ୍କୁ ଲକ୍ଷପତି କରିପାରିବ । ଏଥିପାଇଁ ଆପଣଙ୍କୁ ୨୫ ପଇସାର ସେହି ଖାସ କଏନ ଦରକାର ଯାହା, ସିଲଭର ରଙ୍ଗର ହୋଇଥିବ । ନିଲାମି ପ୍ରକ୍ରିୟାରେ ଏହି କଏନ ଦ୍ୱାରା ଆପଣ ୧.୫ ଲକ୍ଷ ଟଙ୍କା ଆୟ କରିପାରିବେ ।


Share It

Comments are closed.