ଆରପାରିରେ ଦାମଙ୍କ ପତ୍ନୀ ସ୍ନେହଲତା


ଆଜି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କର ନିଧିନ ଘଟିଛି । ସ୍ୱର୍ଗତ ସ୍ନେହଲତା ଦୀର୍ଘଦିନ ହେବ ଗୁରୁତର ଭାବେ ଅସୁସ୍ଥ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା ।
ସ୍ନେହଲତା ଭୁବନେଶ୍ୱରରେ ଦୀର୍ଘଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ତାଙ୍କ ବାସ ଭବନରେ ପହଞ୍ଚି ଦାମ ଏବଂ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଏବଂ ବିଜେପି ବିଧାୟକ ଦଳ ନେତା କନବର୍ଦ୍ଧନ ସିଂହଦେଓ ତାଙ୍କ ବାସଭବନରେ ପହଞ୍ଚି ଦାମଙ୍କୁ ସମବେଦନା ଜଣାଇଥିଲେ ।


Share It

Comments are closed.