କ୍ରୋମା ପକ୍ଷରୁ ଏସି ଓ ପ୍ରିମିୟମ ଟିଭି ଉପରେ ୭୧% ପର୍ଯ୍ୟନ୍ତ ରିହାତି ସହ ଗ୍ରୀଷ୍ମକାଳୀନ ସେଲ୍ ଉନ୍ମୋଚିତ

-ଏକ୍ସଚେଞ୍ଜ ଲାଭ, କ୍ୟାସବ୍ୟାକ, ସ୍ୱତନ୍ତ୍ର କାର୍ଡ ରିହାତି ସମେତ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଶ୍ରେଷ୍ଠ ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଆକର୍ଷଣୀୟ ଡିଲ୍‌

Share It

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଂଶ ତଥା ଭାରତର ଅଗ୍ରଣୀ ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ କ୍ରୋମା ସମର (ଗ୍ରୀଷ୍ମକାଳୀନ) ସେଲ୍ ୨୦୨୬ ଘୋଷଣା କରାଯାଇଛି। ତାତି ବଢ଼ିବା ଆରମ୍ଭ ହୋଇଥିବା ବେଳେ ଏହି ସେଲ୍‌ରେ ଗ୍ରାହକମାନେ ଶୀତଳତା ପ୍ରଦାନକାରୀ ସମାଧାନ ଓ ଦୈନନ୍ଦୀନ ଟେକ୍ ଆବଶ୍ୟକତା ଉପରେ ମୂଲ୍ୟ ଆଧାରିତ ଡିଲ୍ ପାଇପାରିବେ। ଦେଶବ୍ୟାପୀ ଥିବା କ୍ରୋମା ଷ୍ଟୋର୍‌ଗୁଡ଼ିକରେ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ସ୍ୱତନ୍ତ୍ର ମୂଲ୍ୟ, ବର୍ଗ ଅଫର ଓ ନିର୍ଦ୍ଦିଷ୍ଟ ପ୍ରକାର ଉତ୍ପାଦ ଉପରେ ସୀମିତ ଅବଧି ଅଫର ସହିତ ଯୋଗ୍ୟ ସାମଗ୍ରୀ ଉପରେ କ୍ୟାସବ୍ୟାକ, ଇଏମଆଇ ବିକଳ୍ପ ରହିବ। ବ୍ରାଣ୍ଡ, ମଡେଲ, ଷ୍ଟୋର, ଦିନ, ସହର ଓ ଉଲପବ୍ଧତା ଅନୁସାରେ ଅଫର ଭିନ୍ନ ଭିନ୍ନ ରହିବ। ଏଚଡିଏଫସି ଟାଟା ନିଉ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ନିର୍ଦ୍ଦିଷ୍ଟ କିଛି ଉତ୍ପାଦ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ।
ଗ୍ରୀଷ୍ମ ଋତୁରେ ଶୀତଳତା ପ୍ରଦାନକାରୀ ଉତ୍ପାଦ ଆବଶ୍ୟକତାରେ ପରିଣତ ହୋଇଥିବା ବେଳେ କ୍ରୋମା ସମର୍ ସେଲ୍‌ରେ ଗ୍ରାହକମାନେ ଏସି ଉପରେ ଆକର୍ଷଣୀୟ ଅଫର ପାଇପାରିବେ। ଲୟଡ ଇନଭର୍ଟର ଏସି ୧.୨ ଏସଟି ୨୬,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ, ଏଲ୍‌ଜି ଇନଭର୍ଟର ଏସି ୧.୦ଟି ୩୦,୪୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ, କ୍ରୋମା ଇନଭର୍ଟର ସ୍ପ୍ଲିଟ ଏସି ୧.୫ ୨୯,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ, ସାମସଙ୍ଗ ୨୦୨୬ ଇନଭର୍ଟର ଏସି ୧.୦ଟି ୨୮,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ, ବ୍ଲୁଷ୍ଟାର ଇନଭର୍ଟର ଏସି ୧.୫ଟି ୪୦,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ଭୋଲଟାସ ଇନଭର୍ଟର ସ୍ପ୍ଲିଟ ଏସି ୨୪,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହୋଇଛି। ଏହି ସବୁ ଶ୍ରେଷ୍ଠ ବ୍ରାଣ୍ଡର ଏସି ଉପରେ ଏକ୍ସଚେଞ୍ଜ ବୋନସ ଓ କ୍ୟାସବ୍ୟାକ ଆଦି ପରେ ୩୫ ପ୍ରତିଶତରୁ ୫୭ ପ୍ରତିଶତ ପର୍ଯ୍ୟନ୍ତର ରିହାତି ପ୍ରଦାନ କରାଯାଉଛି।
ସିମ୍ଫୋନି ଓ କ୍ରୋମାର ଏୟାର କୁଲର ଉପରେ ମଧ୍ୟ ଗ୍ରାହକମାନେ ଆକର୍ଷଣୀୟ ଅଫର ପାଇପାରିବେ।
ଗ୍ରୀଷ୍ମ ଋତୁରେ ପରିବାରଗୁଡ଼ିକ ଏକାଠି ହୋଇଥାନ୍ତି ଓ ଏବେ ଚାଲିଥିବା ଟି୨୦ କ୍ରିକେଟ ବିଶ୍ୱକପକୁ ନଜରରେ ରଖି କ୍ୟୁଏଲଇଡି ଓ ପ୍ରିମିୟମ ଟିଭି ସମେତ ବୃହତ ଆକାରର ଟିଭି ଉପରେ ଆକର୍ଷଣୀୟ ଡିଲ୍ ପ୍ରଦାନ କରାଯାଉଛି। ସାମସଙ୍ଗ ସୁପର ଲାର୍ଜ ୧୦୦ ଇଂଚ ନିଓ କ୍ୟୁଏଲଇଡି ଟିଭିର ପ୍ରାରମ୍ଭିକ ମୂଲ୍ୟ ୮୪,୯୯୦ ଟଙ୍କା, ଟିସିଏଲ୍ ୮୫ ଇଂଚ କ୍ୟୁଏଲଇଡି ଟିଭିର ପ୍ରାରମ୍ଭିକ ମୂଲ୍ୟ ୧,୨୩,୯୯୦ ଟଙ୍କା, ଏଲଜି ୮୬ ଇଂଚ ନାନୋ ଟିଭିର ପ୍ରାରମ୍ଭିକ ମୂଲ୍ୟ ୧,୬୮,୪୯୦ ଟଙ୍କା ଓ ସାମସଙ୍ଗ ୫୫ ଇଂଚ ଏଲଇଡି ଫ୍ରେମ ଟିଭି ଦାମ ୬୪,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।
ଇନଫିନିଟି ରିଟେଲ ଲିମିଟେଡର ପ୍ରବକ୍ତା କହିଛନ୍ତି ଯେ,“ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଆସୁଥିବା ମାସଗୁଡ଼ିକରେ ଲୋକମାନେ ଗରମ ଦିନର ପ୍ରସ୍ତୁତି ପାଇଁ ଶୀତଳତା ପ୍ରଦାନକାରୀ ଓ ଗୃହ ଉନ୍ନତିକରଣ ସମାଧାନ ଚାହୁଛନ୍ତି। ଗ୍ରାହକମାନଙ୍କ ମଧ୍ୟରେ ଅସଲି ମୂଲ୍ୟ ପାଇବା ଆଗ୍ରହ ବଢ଼ୁଥିବା ବେଳେ ସୁବିଧାଜନକ ଫାଇନାନ୍ସ ଓ ବିଶ୍ୱସନୀୟ ବିଶେଷଜ୍ଞ ମାର୍ଗଦର୍ଶନ ସହ କ୍ରୋମା ସମର ସେଲ୍ ଏସି ଓ ବୃହତ ଆକାର ଟିଭି ଉପରେ ଉଲ୍ଲେଖନୀୟ ଅଣ ଆଣିଥିବା ବେଳେ ବିଶ୍ୱାସର ସହ ଅପଗ୍ରେଡ କରିବା ଓ ଏହି ଋତୁକୁ ଆକର୍ଷଣୀୟ କରିବାରେ ଗ୍ରାହକଙ୍କୁ ସାହାଯ୍ୟ କରିବା ଲାଗି ବିଭିନ୍ନ ବର୍ଗ ଉପରେ ବ୍ୟାପକ ଡିଲ୍ ପ୍ରଦାନ କରାଯାଉଛି।”


Share It

Comments are closed.