ଦେଶରେ ଦିନକରେ ୩୧ ହଜାରରୁ ଉର୍ଦ୍ଧ୍ୱ ନୂଆ ଆକ୍ରାନ୍ତ ଚିହ୍ନଟ


ଦେଶରେ ଦିନକରେ ୩୧ ହଜାର ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୨,୮୧୦ ରେ ପହଞ୍ଚିଛି। ସେହିଭଳି ଆଜି ୪୮୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୫,୬୦୩ ରହିଥିବାବେଳେ ୮୮,୮୯,୫୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।


Share It

Comments are closed.