Browsing Category
Uncategorized
ଡଟ୍ ଫେଷ୍ଟକୁ ଉପଭୋଗ କଲେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ
ଭୁବନେଶ୍ୱର : ଆଉ କିଛି ଦିନ ମଧ୍ୟରେ ଡଟ୍ ଫେଷ୍ଟ ଶେଷ ହେବାକୁ ଯାଉଥିବାବେଳେ ଭୁବନେଶ୍ୱର ବାସିନ୍ଦାଙ୍କର ଡଟ୍ ଫେଷ୍ଟ ପ୍ରତି ଉତ୍ସାହ ବଳବତ୍ତର ରହିଛି । ଏହାର ୧୩ ଦିନରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ସେବେ ଆଉ ଏବେ ଫଟୋ ପ୍ରଦର୍ଶନୀଠାରୁ ଆରମ୍ଭ କରି ଆନ୍ତର୍ଜାତିକ ଖାଦ୍ୟ ମେଳା, ଫ୍ଲି ମାର୍କେଟ…
ରେଲୱେ ବାତିଲ କଲା ପୁଣି ୨୩୦ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ
ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ…
କୋହଲିଙ୍କ ଅବସରକୁ ନେଇ କିଛି ଏପରି କହିଲେ ଆଫ୍ରିଦି
ବିରାଟ କୋହଲି ଦୀର୍ଘ ୩ ବର୍ଷ ପରେ ପୂର୍ବ ଫର୍ମ ଫେରିପାଇଛନ୍ତି । ପଡିଆ ମଧ୍ୟରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ସମସ୍ତଙ୍କୁ ତାଜୁବ କରିଥିଲା । ଆଉ ଆଫଗାନିସ୍ତାନ ବିପକ୍ଷରେ ତାଙ୍କ ପ୍ରଥମ ଟ୍ୱେଣ୍ଟି ୨୦ ଶତକ ପୁଣି ଥରେ ପ୍ରମାଣିତ କରିଥିଲା ରନ୍ ମେସିନଙ୍କ ବ୍ୟାଟ୍ର ନିଆରା ଅନ୍ଦାଜ୍ ।…
ବଜାରକୁ ଆସିଲା ଉଡ଼ନ୍ତା କାର୍ , ବୁକିଂ ଆରମ୍ଭ ; ଏତିକି ରହିଛି ଦାମ୍
ପେଟ୍ରୋଲ , ଡିଜେଲ , ସିଏନଜି ଓ ଇଲେକ୍ଟ୍ରିକ୍ ପରେ ଫ୍ଲାଇଂ କାର୍ ମାର୍କେଟ୍କୁ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ଆପଣ ଏପରି କାର୍ର କାହାଣୀ ଶୁଣି ଥିବେ ବା କୌଣସି ଫିଲ୍ମ କି କାର୍ଟୁନ୍ରେ ଦେଖି ଥିବେ। କିନ୍ତୁ ଏବେ ଏହା ବାସ୍ତବ ପାଲଟିଛି। ଆପଣ ନିଜ ପାଇଁ ଉଡ଼ନ୍ତା କାର୍ କିଣି ପାରିବେ।…
ଦେଶର ସର୍ବବୃହତ୍ ଫେସନ ଡେଷ୍ଟିନେସନ୍ ‘ଟ୍ରେଣ୍ଡ୍ସ’ ଏବେ ଚାନ୍ଦବାଲି ସହରରେ
ଭଦ୍ରକ : ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍ସର ନୂଆ ଷ୍ଟୋର ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଖୋଲିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।
ଟ୍ରେଣ୍ଡ୍ସ ହିଁ!-->!-->!-->…
ଆଜି ସୁପରକିଙ୍ଗ୍ସ ଓ ଚ୍ୟାଲେଞ୍ଜର୍ସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର
ଚଳିତ ଆଇପିଏଲ୍ର ୨୨ତମ ଲିଗ୍ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି । ଅନ୍ୟ ପଟରେ ରୟାଲ୍…
କୋଭିଡ୍ ସଂକ୍ରମଣରେ ବୃଦ୍ଧି ପରେ ଏମ୍ସ ଭୁବନେଶ୍ୱରରେ ନୂତନ ମାର୍ଗଦର୍ଶିକା ବୁଧବାରଠାରୁ ଲାଗୁ
ଭୁବନେଶ୍ୱର : କୋଭିଡ୍ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କିଛି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଏମ୍ସ ଭୁବନେଶ୍ୱରର ସମସ୍ତ ବିଭାଗଗୁଡ଼ିକୁ ସଂକ୍ରମଣକୁ ରକ୍ଷା କରିବା ପାଇଁ!-->…
ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି ।
!-->!-->!-->…
କରୋନା ମହାମାରୀର ମୁକାବିଲା ନିମନ୍ତେ ଗବେଷଣା ଭିତ୍ତିକ ସ୍ଵାସ୍ଥ୍ୟସେବା ସମୟର ବଡ଼ ଆହ୍ବାନ
ଭୁବନେଶ୍ବର, ୩/୧୨/୨୦୨୧: ସାଧାରଣ ମଣିଷ ରୋଗାକ୍ରାନ୍ତ ଥିବାବେଳେ ସ୍ବାସ୍ଥ୍ୟକୁ ନେଇ ସେ କିପରି ବ୍ୟବହାର କରୁଛି, ଶରୀର ଉପରେ ଏହାର ପ୍ରଭାବକୁ ବୁଝିବା ଔଷଧ ପ୍ରଦାନଠାରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ବିଶେଷକରି କୋଭିଡ୍ ଭଳି ମହାମାରୀ ସମୟରେ ବ୍ୟକ୍ତିର ଦୃଷ୍ଟିଭଙ୍ଗୀ, ଭାବନା, ମତାମତ ଏବଂ!-->…
ଆଇସିଏଲ ଫିନକର୍ପ ୧୦ ଟି ନୂତନ ଶାଖା ସହିତ ଓଡିଶାରେ ପଦାର୍ପଣ କରୁଛି
ଭୁବନେଶ୍ୱର : ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡିଶାର ପ୍ରମୁଖ ସହରମାନଙ୍କରେ ୧୦ ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଭାରତରେ ବଜାରରେ ପ୍ରବେଶ କରିଛି । ଓଡିଶାରେ ଆଇସିଏଲ ଫିନକର୍ପର ଶୁଭାରମ୍ଭ ସର୍ବଭାରତୀୟ ଉପସ୍ଥିତି ଏବଂ ସମଗ୍ର ଭାରତରେ ଲୋକଙ୍କ ପାଇଁ ଏହାର ସେବାକୁ…