Browsing Category

ବାଣିଜ୍ୟ

ଜୈନ ରିସୋର୍ସ ରିସାଇକ୍ଲିଂ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ରିସାଇକ୍ଲିଂ ବ୍ୟାବସାୟିକ ପ୍ରତିଷ୍ଠାନ ଜୈନ ରିସୋର୍ସ ରିସାଇକ୍ଲିଂ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି…

ସ୍ପାଇସ ମନି ଏକାଡେମିର ଡିଜିଟାଲ ତାଲିମରେ ୫.୨୮ ଲକ୍ଷ ଅଧିକାରୀ ସଶକ୍ତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ରୁରାଲ ଫିନଟେକ୍ ସ୍ପାଇସ୍ ମନି ଏହାର ଅଗ୍ରଣୀ ଲର୍ଣ୍ଣିଂ ପ୍ଲାଟଫର୍ମ ସ୍ପାଇସ୍ ମନି ଏକାଡେମି ଜରିଆରେ ଡିଜିଟାଲ ସାକ୍ଷରତା ଅନ୍ତରକୁ ଦୂର କରୁଛି। ୱେବ ଓ ମୋବାଇଲ୍ ଆପ୍ ଜରିଆରେ ଉପଲବ୍ଧ ହେଉଥିବା ଏକାଡେମିର ଡିଜିଟାଲ ତାଲିମ ୫,୨୮,୦୦୦ ଅଧିକାରୀମାନଙ୍କୁ ଅଣ…

ଟିପିସିଓଡିଏଲ୍ ପକ୍ଷରୁ ନୂତନ ୩୩ କେଭି ସର୍ପେଶ୍ୱର ଫିଡର୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ କଟକ ବ୍ରଜବିହାରୀପୁର ଓପିଟିସିଏଲ ଗ୍ରିଡ୍ ଠାରୁ ନୂଆପାଟଣା ପର୍ଯ୍ୟନ୍ତ ଦୀର୍ଘ ୫.୪ କିମି ଲମ୍ବର ୩୩ କେଭି ଫିଡର୍ ଆଧୁନିକ ଜ୍ଞାନ କୌଶଳରେ…

‘ଭାରତର ଭୂବିଜ୍ଞାନ ବିଶ୍ୱର ସର୍ବୋତମ, ଭାରତର ଉଦ୍ୟମିତା ଅଦ୍ୱିତୀୟ’

ଭୁବନେଶ୍ୱର: ଭାରତର ଉଦ୍ୟୋଗୀମାନଙ୍କ ଦକ୍ଷତା ଉପରେ ବିଶ୍ୱାସ କରିବା ଏବଂ ଭାରତ ଭୂ-ତଳେ ଥିବା ବିପୁଳ ପ୍ରାକୃତିକ ସମ୍ବଳର ମୂଲ୍ୟକୁ ଉଜାଗର କରିବା ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ନୂଆ ପିଢ଼ିର…

ଭାରତୀ ଆକ୍ସା ଲାଇଫ୍ ଓଡ଼ିଶାରେ “ସମସ୍ତଙ୍କ ପାଇଁ ବୀମା’ ଅଭିଯାନର ନେତୃତ୍ୱ ନେଉଛି

ଭୁବନେଶ୍ୱର: ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ଓଡ଼ିଶାରେ ଜୀବନ ବୀମା ସଚେତନତା ଏବଂ ପ୍ରବେଶକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି। ଯାହା ଆଇଆରଡିଏଆଇର “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା' ର ବ୍ୟାପକ ଲକ୍ଷ୍ୟ ସହିତ ଯୋଡ଼ିହୋଇରହିଛି। ଓଡ଼ିଶା…

ଇରେଡା ପକ୍ଷରୁ ୨୦୨୪-୨୫ ଆର୍ôଥକ ରର୍ଷରେ ଋଣ ମଞ୍ଜୁର ୨୭% ବୃଦ୍ଧି ପାଇ ୪୭,୪୫୩ କୋଟି ଟଙ୍କା, ଲୋନ ବୁକ ୨୮% ବୃଦ୍ଧି…

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା) ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ôଥକ ବର୍ଷରେ ଏହାର ଆର୍ôଥକ ପ୍ରଦର୍ଶନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘୋଷଣା କରାଯାଇଛି। ୨୦୨୪-୨୫ ଆର୍ôଥକ ବର୍ଷରେ ଋଣ ମଞ୍ଜୁରି ୨୭ ପ୍ରତିଶତ ବୃଦ୍ଧି ପାଇ ୪୭,୪୫୩ କୋଟି ଟଙ୍କା…

ଶ୍ରେଷ୍ଠ ସମନ୍ୱିତ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲର ଏଫ୍‌ଏଏମଡି ପୁରସ୍କୃତ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୨/୦୪/୨୦୨୫: ‘ବେଷ୍ଟ ଇଂଟିଗ୍ରେଟେଡ ୱାଟର ମ୍ୟାନେଜମେଂଟ ପ୍ରୋଜେକ୍ଟ’ (ଶ୍ରେଷ୍ଠ ସମନ୍ୱିତ ଜଳ ପରିଚାଳନା ପ୍ରକଳ୍ପ) ପାଇଁ ପୁରସ୍କୃତ ହୋଇଛି ଟାଟା ଷ୍ଟିଲର ଫେରୋ ଆଲୟଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫଏଏମଡି)। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୱାଟର ଡାଇଜେଷ୍ଟ ୱାର୍ଲଡ…

ପ୍ରୋଜିଲ୍ ଗ୍ରିନ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ରାଜସ୍ୱ ଦୃଷ୍ଟିରୁ ଭାରତର ଚତୁର୍ଥ ବୃହତମ ସୋଲାର ଇପିସି କମ୍ପାନି ପ୍ରୋଜିଲ୍ ଗ୍ରିନ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ୭୦୦ କୋଟି ଟଙ୍କାର…

ଆର୍‌ଡି ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଆର୍‌ଡି ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୫୮୦ କୋଟି ଟଙ୍କା ସଂଗ୍ରହ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଡିଆର୍‌ଏଚ୍‌ପି…

ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡ: ଦୈନନ୍ଦିନ ପେମେଂଟ୍‌ର ସରଳୀକରଣ

ଭୁବନେଶ୍ୱର: ୟୁପିଆଇ ସହିତ ରୁପେ କ୍ରେଡିଟ୍ କାର୍ଡର ସମନ୍ୱୟ, ଭରତରେ ଡିଜିଟାଲ୍ ପେମେଂଟ୍ ଦୃଶ୍ୟପଟ୍ଟରେ ରୂପାନ୍ତରଣ ଆଣିଛି। ଏହା ବ୍ୟବହାରକାରୀମାନଙ୍କୁ କାର୍ଡ ବିନା ପେମେଂଟ୍ କରିବାର ସ୍ୱାଧୀନତା ପ୍ରଦାନ କରୁଛି। କାର୍ଡ ଲିଙ୍କ କରିବା ଅତ୍ୟନ୍ତ ସହଜ। ୟୁପିଆଇ ସୁବିଧା ଥିବା ଆପ୍ ଜରିଆରେ…