Browsing Category
ବାଣିଜ୍ୟ
ଆର୍ôଥକ ସେବା ବିଭାଗର ସଚିବଙ୍କ ଦ୍ୱାରା ଜିଏଫଏଫ ୨୦୨୫ରେ ଡିଜିଟାଲ ପେମେଣ୍ଟ ଅନୁଭବ ସରଳ କରିବା ପାଇଁ ନୂତନ ଅଭିଯାନର…
ଭୁବନେଶ୍ୱର: ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ଏମ ନାଗାରାଜୁ ଆଇଏଏସ୍ ଗ୍ଲୋବାଲ ଫିଣ୍ଟେକ୍ ଫେଷ୍ଟ (ଜିଏଫଏଫ୍) ୨୦୨୫ରେ ତିନୋଟି ନୂତନ ଡିଜିଟାଲ ସ୍ୱତନ୍ତ୍ର ଉପାୟ ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଉପାୟଗୁଡିକ ହେଉଛି ପିନ୍-ଆଧାରିତ ୟୁପିଆଇ ପ୍ରମାଣିକରଣର ଏକ…
ହିନ୍ଦୁଜା ରିନ୍ୟୁଏବଲ୍ସ ପକ୍ଷରୁ ଦୀପକ ଠାକୁରଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ ନିଯୁକ୍ତି
ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପର ଅଂଶ ହିନ୍ଦୁଜା ରିନ୍ୟୁଏବଲ୍ସ ଏନର୍ଜି ପ୍ରାଇଭେଟ ଲିମିଟେଡ (ଏଚଆରଇପିଏଲ) ଦୀପକ ଠାକୁରଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରିଛି। ତାଙ୍କ କାର୍ଯ୍ୟକାଳ ୨୦୧୫ ଅକ୍ଟୋବର ୧ ଠାରୁ କାର୍ଯ୍ୟକାରୀ ହେବ।…
ବିଶ୍ୱରାଜ ଏନଭାର୍ଣ୍ଣମେଂଟ ଲିମିଟେଡ ପକ୍ଷରୁ ୨୨୫୦ କୋଟି ଟଙ୍କାର ଆଇପିଓ ପାଇଁ ଡିଆରଏଚପି ଦାଖଲ
ଭୁବନେଶ୍ୱର: ୱାଟର ୟୁଟିଲିଟି ଓ ବର୍ଜ୍ୟଜଳ ପରିଚାଳନାର ଅଗ୍ରଣୀ ସଂସ୍ଥା ବିଶ୍ୱରାଜ ଏନଭାର୍ଣ୍ଣମେଂଟ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ…
ଆରବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଦ୍ୱାରା ଜିଏଫଏଫ ୨୦୨୫ରେ ନୂତନ ଡିଜିଟାଲ ପେମେଣ୍ଟ ନବସୃଜନର ଶୁଭାରମ୍ଭ
- ୟୁପିଆଇ ମଲ୍ଟି-ସିଗ୍ନେଟରି, ୟୁପିଆଇ ଲାଇଟ୍ ବ୍ୟବହାର କରି ଓୟାରେବଲ ଗ୍ଲାସରେ ଛୋଟ ମୂଲ୍ୟର ନେଣଦେଣ ଓ ଭାରତ କନେକ୍ଟରେ ବିଦେଶୀ ମୁଦ୍ରାର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶ୍ରୀ ଟି ରବି ଶଙ୍କର ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୫ରେ ୩ଟି ପ୍ରମୁଖ…
ଦେଶବ୍ୟାପୀ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ସଂସ୍କାର ପାଇଁ ଭାରତ ସରକାରଙ୍କ ପ୍ରୟାସ ମଧ୍ୟରେ ଓଡ଼ିଶା ପାଲଟିଛି ଏକ ଉଦାହରଣ
ଖରାପ ଅବସ୍ଥାରେ ଗତି କରୁଥିବା ଭାରତର ବିଦ୍ୟୁତ ବଣ୍ଟନ କ୍ଷେତ୍ରକୁ ପୁନରୁଦ୍ଧାର କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ଭାରତୀୟ ବିଦ୍ୟୁତ ଆଇନ, ୨୦୨୫ ରେ ଏକ ବଡଧରଣର ସଂଶୋଧନ କରିବାକୁ ଯାଉଛି। ଏଭଳି ସମୟରେ ଓଡ଼ିଶାରେ ସଫଳ ହୋଇପାରିଥିବା ବିଦ୍ୟୁତ ବଣ୍ଟନ କ୍ଷେତ୍ରର ଘରୋଇକରଣ, ଏକ ମଡେଲ୍ ଭାବରେ ଉଭା…
ଜେଏସଡବ୍ଲୁ ସିମେଣ୍ଟ ପକ୍ଷରୁ ସମ୍ବଲପୁରରେ ଏକ ନୂତନ ୟୁନିଟ୍ କାର୍ଯ୍ୟକ୍ଷମ କରିବା ସହିତ ପୂର୍ବ ଭାରତରେ ଏହାର…
- ସ୍ଥାପିତ ୟୁନିଟ୍ର କ୍ଷମତା ୧.୦ ଏମଟିପିଏ, ଯାହା ଜେଏସଡବ୍ଲୁ ସିମେଣ୍ଟ୍ର ମୋଟ ଗ୍ରାଇଣ୍ଡିଂ କ୍ଷମତାକୁ ୨୧.୬ ଏମଟିପିଏକୁ ବୃଦ୍ଧି କରୁଛି
ଭୁବନେଶ୍ୱର: ୨୩ ବିଲିୟନ ଆମେରିକୀୟ ଡଲାରର ବିବିଧ-ଜେଏସଡବ୍ଲୁ ଗ୍ରୁପ୍ର ଏକ ଅଂଶ, ଜେଏସଡବ୍ଲୁ ସିମେଣ୍ଟ, ଏହାର ସହାୟକ ଶିବା ସିମେଣ୍ଟ୍…
ରୁବିକନ ରିସର୍ଚ୍ଚ ଲିମିଟେଡର ଇନିସିଆଲ ପବ୍ଳିକ୍ ଅଫରିଂ ୨୦୨୫ ଅକ୍ଟୋବର ୯, ଗୁରୁବାର ଖୋଲିିଛି
ଭୁବନେଶ୍ୱର: ରୁବିକନ ରିସର୍ଚ୍ଚ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୯ ଗୁରୁବାର ଦିନ ଖୋଲିିଛି । ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଅକ୍ଟୋବର ୮, ବୁଧବାର ବିଡ୍ ଦାଖଲ କରିପାରିବେ । ୨୦୨୫ ଅକ୍ଟୋବର ୧୩ ସୋମବାର ଦିନ ବିଡ୍ ଦାଖଲ ଶେଷ…
କ୍ରିତି ସାନନ୍ ଙ୍କ ଦ୍ୱାରା କ୍ୟାମ୍ପସ୍ ଆକ୍ଟିଭ୍ଓୟର ଜୋତାର ନୂତନ ‘ୟୁ ଗୋ, ଗାର୍ଲ!’ ଅଭିଯାନ
ଭୁବନେଶ୍ୱର: ଭାରତର ଅଗ୍ରଣୀ କ୍ରୀଡା ଏବଂ ଆଥଲେଜର୍ ଫୁଟଓୟର ବ୍ରାଣ୍ଡ୍ ମଧ୍ୟରୁ ଗୋଟିଏ, କ୍ୟାମ୍ପସ୍ ଆକ୍ଟିଭ୍ଓୟର, ଆଜି ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କ୍ରିତି ସାନନ୍ ଙ୍କ ନେତୃତ୍ୱରେ ଏହାର ୟୁ ଗୋ, ଗାର୍ଲ! ଅଭିଯାନର ଦ୍ୱିତୀୟ ସଂସ୍କରଣ ଉନ୍ମୋଚନ କରିଛି। ପ୍ରଥମ ଅଧ୍ୟାୟ ଯାହା…
ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଟିପିଏନଓଡିଏଲର ଉଲ୍ଲେଖନୀୟ ଯୋଗଦାନ
ବାଲେଶ୍ଵର, ୯/୧୦- ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ଅଧ୍ୟାୟ ଯୋଡ଼ିଛି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) । ଟିପିଏନଓଡିଏଲ ପକ୍ଷରୁ ଟାଟା ପାୱାର ‘ପେ ଅଟେନସନ’ ପ୍ରୋଗ୍ରାମ ଅଧୀନରେ…
ବିଭିଜି ଇଣ୍ଡିଆ ପକ୍ଷରୁ ୩୦୦ କୋଟି ଟଙ୍କାର ନୂଆ ଇସ୍ୟୁ ଓ ୨.୮୫ କୋଟି ସେୟାରର ଓଏଫଏସ ପାଇଁ ଡିଆରଏଚପି ଦାଖଲ
ଭୁବନେଶ୍ୱର: ପୁନେର ସଂସ୍ଥା ବିଭିଜି ଇଣ୍ଡିଆ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ)ର ଶୁଭାରମ୍ଭ ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି ଇସ୍ୟୁରେ ୩୦୦ କୋଟି ଟଙ୍କାର ନୂଆ…