Browsing Category

ବାଣିଜ୍ୟ

ସେଲିବ୍ରିଟି ବ୍ରୋ ଆର୍ଟିଷ୍ଟ ସୁମନ ଜଲାଫ୍‌ଙ୍କ ସହ ୟୁବ୍ୟୁର ସହଭାଗିତା

ଭୁବନେଶ୍ୱର: ଓଡିଶାର ପ୍ରଥମ ପ୍ରିମିୟମ ସ୍କିନ୍‌କେୟାର କ୍ଲିନିକ୍ ୟୁବ୍ୟୁ ପ୍ରଥମ ଥର ପାଇଁ ଲଣ୍ଡନସ୍ଥିତ ବ୍ରୋ ଏକ୍ସପର୍ଟ ସୁମନ୍ ଜଲାଫ୍‌ଙ୍କୁ ଭୁବନେଶ୍ୱରକୁ ଆମନ୍ତ୍ରିତ କରାଯାଇଛି । ସୁମନ୍‌ଙ୍କର ବ୍ରାଣ୍ଡ ସୁମନ୍ ବ୍ରୋଜ୍ ସହିତ ୟୁବ୍ୟୁର ସହଭାଗିତାର ଅଂଶ ଭାବେ ସେ ଗତ ୨୯ ଅକ୍ଟୋବରରୁ ୩୧…

ନଭେମ୍ବର ୧୬ ରୁ ୧୯ ପର୍ଯ୍ୟନ୍ତ କୋଲକାତାଠାରେ ଆୟୋଜିତ ହେବ ଗ୍ଲୋବାଲ ମାଇନିଙ୍ଗ ସମିଟ୍ ଏବଂ ମାଇନିଙ୍ଗ ମେସିନାରୀ…

ଭୁବନେଶ୍ୱର: : କନ୍‌ଫେଡେରେଶନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ପକ୍ଷରୁ ଆସନ୍ତା ନଭେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲ୍‌କାତାର ରାଜର୍‌ହାଟ୍‌ସ୍ଥିତ ଇକୋ ପାର୍କଠାରେ ଏହାର ଦ୍ୱିବାର୍ଷିକ ଅଭିଯାନ ଗ୍ଲୋବାଲ ମାଇନିଙ୍ଗ୍ ସମିଟ୍ (ଜିଏମ୍‌ଏସ୍‌) ସମେତ ଇଂଟରନ୍ୟାଶନାଲ ମାଇନିଙ୍ଗ୍ ଆଣ୍ଡ…

ଉଜ୍ଜୀବନ ସ୍ମଲ୍‍ ଫାଇନାନ୍ସ ବ୍ୟାଙ୍କ ଓଡ଼ିଶାର କଟକରେ ୨୦ତମ ଶାଖା ଖୋଲିଲା

କଟକ: ଉଜ୍ଜୀବନ ସ୍ମଲ୍‍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ ଆଜି ଓଡ଼ିଶା ରାଜ୍ୟର କଟକରେ ଏକ ନୂଆ ଶାଖା ଖୋଲିବା ସମ୍ପର୍କରେ ଘୋଷଣା କରୁଛି । ଏହା ପ୍ରଗତିଶୀଳ ଓଡ଼ିଶାରେ ୨୦ତମ ଶାଖା ହେବ । ନୂଆ ଶାଖା କଟକ ବକ୍ସିବଜାରରେ ଅବସ୍ଥିତ । ଉଜ୍ଜୀବନ ଏସଏଫ୍‍ବି ରାଜ୍ୟରେ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ…

ଆଇଏଚ୍‌ସିଏଲ୍ ଦକ୍ଷତା ତାଲିମ୍ କେନ୍ଦ୍ର ସ୍ଥାପନ କରିବ

ଭୁବନେଶ୍ୱର : ଭାରତର ସର୍ବବୃହତ୍ ହସ୍ପିଟାଲିଟି କମ୍ପାନୀ ଇଣ୍ଡିଆନ୍ ହୋଟେଲ୍ସ କମ୍ପାନୀ ଲିମିଟେଡ (ଆଇଏଚ୍‌ସିଏଲ୍‌) ଉତର ପୂର୍ବାଂଚଳରେ ଏକ ଆତିଥ୍ୟ-କୈନ୍ଦ୍ରିକ ଦକ୍ଷତା ତାଲିମ୍ କେନ୍ଦ୍ର ସ୍ଥାପନ କରିବା ପାଇଁ ଆସାମ ସରକାରଙ୍କ ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି । ଏହି ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ…

ନେକ୍ସସ୍ ମଲ୍‌ସ ଓ କ୍ରେଡ୍ ମଧ୍ୟରେ ସହଭାଗିତା

ଭୁବନେଶ୍ୱର : କ୍ରେଡ୍ ସଦସ୍ୟଙ୍କ ପାଇଁ ଚଳିତ ପାର୍ବଣ ଋତୁ ଅତିରିକ୍ତ ଲାଭ ସହ ଆସିଛି । ଅକ୍ଟୋବର ୧୨ ତାରିଖ ୨୦୨୨ରୁ କ୍ରେଡ୍ ସଦସ୍ୟମାନେ ନେକ୍ସସ୍ ଏସ୍‌ପ୍ଲାନେଡ୍ ମଲ୍‌ରେ କ୍ରେଡ୍ ପେ’ର ବ୍ୟବହାର କରି ସପିଙ୍ଗ୍ କଲେ ଅତିରିକ୍ତ ରିୱାର୍ଡ ପାଇପାରିବେ । କେବଳ ସେତିକି ନୁହେଁ ପ୍ରତି ଘଂଟାରେ…

୧୫ତମ ବର୍ଷରେ ପଦାର୍ପଣ କରିଛି ଦ୍ୱାରା କେଜିଏଫ୍‌ଏସ୍‌

ଯାଜପୁର : ଭାରତର ସୁଦୂର ଗ୍ରାମାଂଚଳଗୁଡିକରେ ପରିଚାଳନା କରୁଥିବା ଏକ ଅଗ୍ରଣୀ ଏନ୍‌ବିଏଫ୍‌ସି ଦ୍ୱାରା କ୍ଷତ୍ରୀୟ ଗ୍ରାମୀଣ ଫାଇନାନ୍ସିଆଲ ସର୍ଭିସେସ୍ ପ୍ରା.ଲିଃ (ଦ୍ୱାରା କେଜିଏଫ୍‌ଏସ୍‌) ଏହାର ପରିଚାଳନାର ୧୫ତମ ବର୍ଷରେ ପଦାର୍ପଣ କରିବା ଅବସରରେ କେଜିଏଫ୍‌ଏସ୍ ଡିଜିଟାଲ, କେଜିଏଫ୍‌ଏସ୍…

କ୍ୱିକ୍‌ୱାସ୍ ପକ୍ଷରୁ ଚନ୍ଦ୍ରଶେଖରପୁରରେ ନୂଆ ଷ୍ଟୋରର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର: ଅଗ୍ରଣୀ ଓ ସବୁଠୁ ବିଶ୍ୱାସଯୋଗ୍ୟ ଲଣ୍ଡ୍ରି ବ୍ରାଣ୍ଡ୍ କ୍ୱିକ୍‌ୱାସ୍ ପକ୍ଷରୁ ଏହାର ଲାଇଭ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିଂ ସେବାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । କଂପାନି ପକ୍ଷରୁ ଚନ୍ଦ୍ରଶେଖରପୁରର ଡିଷ୍ଟ୍ରିକ୍ଟ ସେଂଟରରେ ଏହାର ନୂଆ ଷ୍ଟୋରର ଶୁଭ ଉଦଘାଟନ କରାଯାଇଛି । …

ଟ୍ରେଣ୍ଡ୍‌ସ ପକ୍ଷରୁ “ଖୁସିର ପର୍ବ’ ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି । ଟ୍ରେଣ୍ଡ୍‌ସ ଖୁସିର ପର୍ବ ମାଇଁ ପୂଜା

ଦୁବାଇରେ ଆୟୋଜିତ ଜାଇଟେକ୍ସ ଗ୍ଲୋବାଲ ଇଭେଂଟରେ ଭାଗ ନେଲେ ଓଡ଼ିଶାର ୨୦ଟି ଷ୍ଟାର୍ଟଅପ୍‌

ଭୁବନେଶ୍ୱର: ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ ଓମକାର ରାୟଙ୍କ ନେତୃତ୍ୱରେ ଓଡ଼ିଶାର ୨୦ଟି ଟେକ୍ ଷ୍ଟାର୍ଟଅପଙ୍କର ଏକ ପ୍ରତିନିଧି ଦଳ ବିଶ୍ୱର ପ୍ରତିଷ୍ଠିତ ଟେକ୍ ଓ ଷ୍ଟାର୍ଟଅପ ଇଭେଂଟ, ଜାଇଟେକ୍ସ ଗ୍ଲୋବାଲ ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ଦୁବାଇରେ ପହଂଚିଛନ୍ତି । ଏହି…

ରିଲାଏନ୍ସ ଜୁଏଲ୍ସ, ଚଳିତ ପାର୍ବଣ ଋତୁରେ ମହାଳୟା କଲେକ୍‌ସନର ଶୁଭାରମ୍ଭ କରିଛି

ଭୁବନେଶ୍ୱର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍‌ସନ ପାଇଁ ଜଣାଶୁଣା ଏହି କଲେକ୍‌ସନ ମାଧ୍ୟମରେ ଏହା ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ