Browsing Category
ବାଣିଜ୍ୟ
ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଦର ଜାଣନ୍ତୁ
ଗତ କିଛି ଦିନ ହେବ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ହ୍ରାସ ଅନ୍ତର୍ଜାତୀୟ ବଜାରରେ ରେକର୍ଡ କରାଯାଉଛି। ଆଜି ଶୁକ୍ରବାର ଦିନ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ପଞ୍ଜିକୃତ ହୋଇଛି। (WTI Crude Oil Price) ଅଶୋଧିତ ମୂଲ୍ୟ ୦.୨୮ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି ଏବଂ ବ୍ୟାରେଲ ପିଛା…
ଗ୍ରାଣ୍ଡ୍ ବଜାରରେ ଡିସେମ୍ବର ୨୯ରୁ ଜାନୁଆରି ୧ ପର୍ଯ୍ୟନ୍ତ ଓପ୍ରେର ମେଗା ‘ନିଉ ଇୟର ଗ୍ରାଣ୍ଡେଉର’ ସମାରୋହ
ଭୁବନେଶ୍ୱର: ପ୍ରତି ନୂଆବର୍ଷ ଆଶା ଏବଂ ନୂତନ ଶୁଭାରମ୍ଭର ପ୍ରତିଶ୍ରୁତି ଦେଇଥାଏ । ଭୁବନେଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରୁପ୍ ଜି ସହଯୋଗରେ ଓପ୍ରେ ଓଭରଗ୍ରାଉଣ୍ଡ୍ ପକ୍ଷରୁ ଗ୍ରାଣ୍ଡ୍ ବଜାରରେ ୨୦୨୨ ଡିସେମ୍ବର ୨୯ ତାରିଖରୁ ୨୦୨୩…
ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା
ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରତିଷ୍ଠାତା-ଚେୟାରମ୍ୟାନ୍ ଶ୍ରୀ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ । ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି!-->…
ଓଡିଶାରେ ଦୁଇଟି ନୂଆ ରିଟେଲ୍ ଆଉଟ୍ଲେଟ୍ର ଶୁଭାରମ୍ଭ କରିଛି ଆଥର୍ ଏନର୍ଜି
ଭୁବନେଶ୍ୱର : ଭାରତର ପ୍ରଥମ ଇଂଟେଲିଜେଂଟ୍ ଇଲେକ୍ଟ୍ରିକ୍ ସ୍କୁଟର୍ ମାନୁଫ୍ୟାକ୍ଚରର୍ ଆଥର୍ ଏନର୍ଜି ପକ୍ଷରୁ ଭୁବନେଶ୍ୱରର ପଟିଆସ୍ଥିତ ମାଗ୍ନେଟିକ୍ ସ୍କୋୟାର୍ ଏବଂ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର୍ର ଉଦ୍ଘାଟନ କରାଯାଇଛି । ଏହି ନୂଆ ଆଉଟ୍ଲେଟ୍ ଦୁଇଟିକୁ ଜ୍ୟୋତି ମୋଟର୍ସ ସହ…
ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ
ଭୁବନେଶ୍ୱର : ସିକେ ବିର୍ଲା ହେଲ୍ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ୱରରେ ଏହାର ବ୍ୟାପକ ଫର୍ଟିଲିଟି ସେଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା…
ବଜାଜ ଅଟୋ ପକ୍ଷରୁ ନୂଆ ପଲ୍ସର ପି୧୫୦ର ଶୁଭାରମ୍ଭ
ପୁନେ, ୧ ଡିସେମ୍ବର ୨୦୨୨: ବିଶ୍ୱର ସବୁଠାରୁ ମୂଲ୍ୟବାନ ଦୁଇଚକିଆ ଓ ତିନିଚକିଆ ଯାନ କମ୍ପାନୀ ବଜାଜ ଅଟୋ ପକ୍ଷରୁ ଭାରତରେ ଏହାର ନୂଆ ପଲ୍ସର ପି୧୫୦ ଲଂଚ୍ କରାଯାଇଛି । ଏହି ଅତ୍ୟଧିକ ମଜଭୁତ ଓ ଚଳାଇବା ପାଇଁ ସହଜ ବାଇକ୍ ଏକ ଆଧୁନିକ, ସ୍ପୋର୍ଟି ଡିଜାଇନ୍ ସହ ଆସୁଛି ଯାହା ଏହାର ଶକ୍ତିଶାଳୀ ଓ…
ସିଆଇଆଇ ପକ୍ଷରୁ ସିଏସ୍ଆର୍ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: ଏକତ୍ର ହୋଇ ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ କାମ କରିବା ଲାଗି ଆଗେଇ ଆସିବାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା କହିଛନ୍ତି । ମାତୃତ୍ୱ ସ୍ୱାସ୍ଥ୍ୟ ଏବଂ କିଶୋର ସ୍ୱାସ୍ଥ୍ୟ ଉପରେ ସିଆଇଆଇ ଓଡ଼ିଶା ଚାପ୍ଟର…
ୱିଙ୍କ୍ ରିୱାଇଣ୍ଡ୍ରେ ଚଳିତ ବର୍ଷର ଶ୍ରେଷ୍ଠ ଓଡ଼ିଆ ଗୀତର ତାଲିକା ପ୍ରକାଶିତ
ଭୁବନେଶ୍ୱର: ଭାରତର ଏକ ନମ୍ବର ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ୍ ଆପ୍ ୱିଙ୍କ୍ ମ୍ୟୁଜିକ୍ ପକ୍ଷରୁ ୱିଙ୍କ୍ ମ୍ୟୁଜିକ୍ ରିୱାଇଣ୍ଡ୍ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଏକ ବ୍ୟକ୍ତିଗତ ଉପଭୋକ୍ତା ଅନୁଭୂତି ଯେଉଁଥିରେ ବର୍ଷ ସାରା ଶ୍ରୋତାମାନଙ୍କ ଦ୍ୱାରା ଶୁଣାଯାଇଥିବା ଶୀର୍ଷ କଳାକାର, ଆଲ୍ବମ୍,…
ଜିଓର ୫ଜି ଷ୍ଟାଣ୍ଡ୍-ଏଲୋନ ପ୍ରଯୁକ୍ତିରେ ଦୌଡ଼ିବ ୱାନ୍ପ୍ଲସ୍ ସ୍ମାର୍ଟଫୋନ୍
ଭୁବନେଶ୍ୱର: ୫ଜି ଷ୍ଟାଣ୍ଡ୍-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି । ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍ପ୍ଲସ୍ର ୱାନ୍ପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍, ୱାନ୍ପ୍ଲସ୍ ୮, ନର୍ଡ, ନର୍ଡ!-->…
ପର୍ନଡ୍ ରିକାର୍ଡ ଇଣ୍ଡିଆର #ୱାନ୍ଫର୍ଆୱାର୍ପ୍ଲାନେଟ୍ ଅଭିଯାନ
ଭୁବନେଶ୍ୱର : ୱାଇନ୍ ଓ ସ୍ପିରିଟ୍ ଇଣ୍ଡଷ୍ଟ୍ରୀ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର୍ ପର୍ନଡ୍ ରିକାର୍ଡ ଇଣ୍ଡିଆ (ପିଆର୍ଆଇ) ଏହାର ପ୍ୟାକେଜିଙ୍ଗ୍ରୁ ସ୍ଥାୟୀ ମୋନୋ-କାର୍ଟନ୍ଗୁଡିକୁ ବାହାର କରିବା ଦିଗରେ ନିଜର ଯାତ୍ରାକୁ ବଜାୟ ରଖି ଏକ ଶିଳ୍ପ-ପ୍ରଥମ ଅଭିଯାନ ୰ୱାନ୍ଫର୍ଆୱାରପ୍ଲାନେଟ୍ର…