Browsing Category
ବାଣିଜ୍ୟ
ଏବିଏଫ୍ଆର୍ଏଲ୍ ପକ୍ଷରୁ ଟିସିଏନ୍ଏସ୍ କ୍ଲଥିଂକୁ ଅଧିଗ୍ରହଣ କରାଯିବ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସନ୍ ଓ ପୋଷାକ କଂପାନି ଏବିଏଫ୍ଆର୍ଏଲ୍ ପକ୍ଷରୁ ଟିସିଏନ୍ଏସ୍ କ୍ଲଥିଂକୁ ଅଧିଗ୍ରହଣ କରିବା ଲାଗି ଏକ ବୁଝାମଣା ସ୍ୱାକ୍ଷର କରାଯାଇଛି । ଡବ୍ଲୁ, ଅରେଲିଆ, ୱିସ୍ଫୁଲ୍, ଫକ୍ସଂଗ୍ ଓ ଇଲେଭେନ୍ ଭଳି ବ୍ରାଣ୍ଡ୍ର ମାଲିକାନା ଟିସିଏନ୍ଏସ୍ କ୍ଲଥିଂ ପାଖରେ!-->…
ଗ୍ରୀଷ୍ମ ଋତୁ ପାଇଁ ଟିପିଏସଓଡି଼ଏଲ୍ ବଢ଼ାଇଲା ଟ୍ରାନ୍ସଫର୍ମର କ୍ଷମତା
ବ୍ରହ୍ମପୁର: ଟାଟା ପାୱାର ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ୍) ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଆବଶ୍ୟକତା ବୃଦ୍ଧି ପାଇଁ ସକ୍ରିୟ ପଦକ୍ଷେପ ନେଇଛି । ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସଓଡି଼ଏଲ୍ ପୁରୁଣା ୧୦୦ କେଭିଏ ବିଦ୍ୟୁତ ବିତରଣ!-->…
ନିତୀନ କୁକରେଜାଙ୍କୁ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ର ସିଇଓ ଭାବେ ନିଯୁକ୍ତି
ଭୁବନେଶ୍ୱର: ଭାରତର ଅଗ୍ରଣୀ ଶିକ୍ଷା କଂପାନି ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିତୀନ କୁକରେଜାଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି । ଏକ ବିଶ୍ୱସ୍ତରୀୟ ଶିକ୍ଷା କଂପାନି ଗଠନ କରିବା ଏବଂ ଭାରତରେ ଶିକ୍ଷା!-->…
ନୂଆଦିଲ୍ଲୀରେ ବହୁଚର୍ଚ୍ଚିତ ଶୋକେସ ଓଡିଶା ପୁରସ୍କାର ବିତରଣ ସମାରୋହ ଆୟୋଜନ କଲା ପ୍ରିଲ୍ୟୁଡ
ଭୁବନେଶ୍ୱର : ଅଗ୍ରଣୀ ଗଣମାଧ୍ୟମ ତଥା ଇଭେଂଟ୍ କମ୍ପାନୀ ପ୍ରିଲ୍ୟୁଡ୍ ଗତ ଏପ୍ରିଲ ୩୦ ତାରିଖ ଦିନ ନୂଆଦିଲ୍ଲୀର ପ୍ରସିଦ୍ଧ ଲେ ମେରିଡିଏନ୍ ହୋଟେଲ୍ଠାରେ ଶୋକେସ ଓଡିଶା ପୁରସ୍କାର ବିତରଣ ସମାରୋହ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିବିଶେଷଙ୍କ ଅତୁଳନୀୟ ସଫଳତାକୁ ସ୍ୱୀକୃତି ଦିଆଯିବା…
ନ୍ୟାଶନାଲ ପେମେଂଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ସହ ଏୟାରଟେଲର ସହଭାଗିତା
ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ ଏହାର ୫ ଲକ୍ଷ ବ୍ୟାଙ୍କିଙ୍ଗ୍ ପଏଂଟ୍ରେ ଏଇପିଏସ୍ (ଆଧାର ଏନାବୁଲ୍ଡ ପେମେଂଟ୍ ସିଷ୍ଟମ) ପାଇଁ ଫେସ୍ ଅଥେଂଟିକେଶନ ଆରମ୍ଭ କରିବା ଲାଗି ନ୍ୟାଶନାଲ ପେମେଂଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ସହ ସହଭାଗିତା କରିଛି । ଏୟାରଟେଲ୍…
ସିକ୍ୟୋର୍ ମିଟର୍ସ ସହ ଏୟାରଟେଲ୍ର ସହଭାଗିତା
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍, ନାରୋ ବ୍ୟାଣ୍ଡ (ଏନ୍ବି-ଆଇଓଟି) ସେବାଗୁଡିକୁ ନିୟୋଜିତ କରିବା ପାଇଁ ସିକ୍ୟୋର୍ ମିଟର୍ସ ସହିତ ଏହାର ସହଭାଗିତା ଘୋଷଣା କରିଛି । ଏହି ନାରୋ ବ୍ୟାଣ୍ଡ୍ ସେବା ଏକ ସ୍ମାର୍ଟ ମିଟର ସଲ୍ୟୁଶନ ମାଧ୍ୟମରେ ବିହାରରେ…
ନୂଆ ଟାକ୍ସ ସ୍ଲାବରେ କ’ଣ ହୋଇଛି ପରିବର୍ତ୍ତନ, ଜାଣନ୍ତୁ
ନୂଆ ଏବଂ ପୁରୁଣା ଟିକସ ବ୍ୟବସ୍ଥା ବିଷୟରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ଆୟକରର ନୂତନ ବ୍ୟବସ୍ଥା ବିଷୟରେ ପ୍ରତ୍ୟେକ ବିବରଣୀ ଜାଣିବାକୁ ସମସ୍ତେ ଆଗ୍ରହୀ? ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ନୂଆ ଟ୍ୟାକ୍ସ ସ୍ଲାବ କାହା ପାଇଁ ଭଲ? ଯଦି ଆୟ ଦଶ ଲକ୍ଷ ଟଙ୍କା ଅଟେ, ତେବେ କେଉଁ ଟ୍ୟାକ୍ସ…
ପୁଣି ବଢିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ନୂଆ ରେଟ୍
ବିଗତ କିଛି ଦିନ ଧରି ସୁନା ଓ ରୁପା ମୂଲ୍ୟରେ ହ୍ରାସ ବୃଦ୍ଧି ଲାଗି ରହିଛି । ଦୁଇ ଦିନ ହେବ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଉଛି । ଆଜି (ବୁଧବାର) ଅର୍ଥାତ ଏପ୍ରିଲ ୧୨ରେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି…
ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅକ୍ଷୟ ତୃତୀୟା ୨୦୨୩ ପାଇଁ ଥାଞ୍ଜାଭୁର କଲେକ୍ସନର ଶୁଭାରମ୍ଭ
ଭୁବନେଶ୍ଵର: ରିଲାଏନ୍ସ ଜୁଏଲ୍ସ, ଭାରତର ଏକ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ, ଗର୍ବର ସହିତ ଗ୍ରାଣ୍ଡ ଅକ୍ଷୟ ତୃତୀୟା କଲେକ୍ସନ - “ଥାଞ୍ଜାଭୁର” ର ଉପସ୍ଥାପନ କରୁଛି । ଏକ ଆକର୍ଷଣୀୟ ଫାଇନ୍ ଜୁଏଲାରୀ କଲେକ୍ସନ ଯାହାକି ମନ୍ଦିର, ରଜାକିୟ ଦରବାର ହଲ୍ ବୋମାଇ ଡଲ୍ସ ର ସୂକ୍ଷ୍ମ କଳାକୃତି!-->…
ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର୍ର ଆର୍ଟ ହାଉସ୍ କୋକିଳାବେନ୍ଙ୍କ ଦ୍ୱାରା ଉଦ୍ଘାଟିତ
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ ଶ୍ରୀମତୀ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍କୁ ଉଦ୍ଘାଟନ କରିଛନ୍ତି । ଏହି କଲଚରାଲ୍ ସେଂଟର୍ର ଉଦ୍ଘାଟନୀ ସମାରୋହର ଆଜି ତୃତୀୟ!-->…