Browsing Category
ବାଣିଜ୍ୟ
ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୩୨ ଉନ୍ମୋଚିତ
ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୩: ନୋକିଆର ଗୃହ ଭାବେ ପରିଚିତ ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ସି୩୨କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ପ୍ରଥମ ସି-ସିରିଜ୍ ସ୍ମାର୍ଟଫୋନ୍ ଯେଉଁଥିରେ ୫୦ ଏମ୍ପି ଡୁଆଲ୍ କ୍ୟାମେରା ରହିଛି ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଉନ୍ନତ ଇମେଜିଂ ସୁବିଧା…
ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପିଓଏସ୍ ଟର୍ମିନାଲ୍କୁ ଡିଜିଟାଲ୍ ମାଧ୍ୟମରେ ସାମିଲ କରିବା ଲାଗି ‘ସାରଥୀ’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ମର୍ଚାଂଟ୍ଙ୍କ ପଏଂଟ୍ ଅଫ୍ ସେଲ୍ (ପିଓଏସ୍) କିମ୍ବା ଇଲେକ୍ଟ୍ରୋନିକ୍ ଡାଟା କ୍ୟାପ୍ଚର୍ (ଇଡିସି)କୁ ସକ୍ଷମ କରିବା ଲାଗି ପ୍ରଥମ ଧରଣର ଡିଜିଟାଲ୍ ସାମିଲ ଯାତ୍ରା ‘ସାରଥୀ’ର ଶୁଭାରମ୍ଭ କରାଯାଇଛି । ପାରମ୍ପରିକ!-->…
ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ରପ୍ତାନି ପାଇଁ ମଲ୍ଟି-ମୋଡାଲ୍ କଂଟେନରାଇଜଡ୍ ରେକ୍ ପରିବହନର ଶୁଭାରମ୍ଭ
ଭୁବନେଶ୍ୱର, ମେ’ ୨୪, ୨୦୨୩: ଟାଟା ଷ୍ଟିଲ୍ ମାଇନିଂ (ଟିଏସ୍ଏମ୍ଏଲ୍) ପକ୍ଷରୁ ରପ୍ତାନି ପାଇଁ ଯାଜପୁରର ଏପିଜେ ଲଜିଷ୍ଟିକ୍ସରୁ ରେକ୍ ଜରିଆରେ ପ୍ରଥମ ମଲ୍ଟି-ମୋଡାଲ୍ କଟେଂନରାଇଜଡ୍ ପରିବହନର ଶୁଭାରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ କଂପାନି ସଡ଼କ, ରେଳ ଓ ସମୁଦ୍ର ପରିବହନର ମିଶ୍ରଣକୁ…
ପଂଚମ ଥର ଲାଗି ସଣ୍ଡେ ଟାଇମ୍ସ ଧନୀ ତାଲିକା ଶୀର୍ଷରେ ହିନ୍ଦୁଜା ପରିବାର
ଭୁବନେଶ୍ୱର: ୧୦୮ ବର୍ଷ ପୁରୁଣା ହିନ୍ଦୁଜା ଗ୍ରୁପ୍ର ସହ ଅଧ୍ୟକ୍ଷ ଗୋପୀଚନ୍ଦ ହିନ୍ଦୁଜା ଓ ହିନ୍ଦୁଜା ପରିବାର ୩୫ ବିଲିଅନ ୟୁରୋ ସଂପତି ସହିତ ପଂଚମ ଥର ଲାଗି ବ୍ରିଟେନ୍ ଧନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ସଣ୍ଡେ ଟାଇମ୍ସ ପକ୍ଷରୁ ଜାରି କରାଯାଇଥିବା ଧନୀ ତାଲିକାରେ ବ୍ରିଟେନ୍ର!-->…
ନିରନ୍ତର ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟରତ ଟିପିଏଓସଡ଼ିଏଲ
ବ୍ରହ୍ମପୁର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ ପକ୍ଷରୁ ନିରନ୍ତର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟ ସବୁ ସମୟରେ ଚାଲୁଅଛି। ଯେପରି ଗ୍ରାହକମାନଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ହେବ। ବାଲିଶିରା ନିକଟରେ ପ୍ରତିଷେଧମୂଳକ ମରାମତି…
ଲିଡ୍ ସୁପର୍ର ୧୦୦ ଛାତ୍ରଛାତ୍ରୀମାନଙ୍କର ସଫଳତା
ଯାଜପୁର ରୋଡ୍: ଭାରତର ସର୍ବବୃହତ ସ୍କୁଲ୍ ଏଡ୍ଟେକ୍ କଂପାନି ଲିଡ୍ର ଦଶମ ଶ୍ରେଣୀର ୨୦୨୩ ବ୍ୟାଚ୍ ସିବିଏସ୍ଇ ବୋର୍ଡ ପରୀକ୍ଷାରେ ଉଚ୍ଚ ସ୍ତରର ଶିକ୍ଷାଗତ ଉତ୍କର୍ଷ ହାସଲ କରି ନିଜ ସ୍କୁଲରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଭାରତର ଛୋଟ ସହରର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ଲାଗି!-->…
ଭାରତ ଫାଇନାନ୍ସିଆଲ ଇନ୍କ୍ଲୁଜନ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍କ୍ଲୁଜନ୍ ଲିମିଟେଡ୍ (ବିଏଫ୍ଆଇଏଲ୍) ପକ୍ଷରୁ ଓଡ଼ଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଉପସ୍ଥିତିରେ ଓଡ଼ିଶାରେ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନର ଲକ୍ଷ୍ୟ…
ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଆନ୍ତର୍ଜାତିକ ଜୈବବିବିଧତା ଦିବସ ଉପଲକ୍ଷେ କାହାଣୀ କଥନ କାର୍ଯ୍ୟକ୍ରମ ଆୟୋଜିତ
ସୁକିନ୍ଦା: ଆନ୍ତର୍ଜାତିକ ଜୈବବିବିଧତା ଦିବସ ପାଳନ ଉପଲକ୍ଷେ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ସମନ୍ୱିତ ଆଂଚଳିକ କାର୍ଯ୍ୟାଳୟ ସହଯୋଗରେ ସୋମବାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଏକ ଚିତାକର୍ଷକ କାହାଣୀ କଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି…
‘ପ୍ରୋଜେକ୍ଟ ସର୍ବ-ଓ-ତମ’ ଜରିଆରେ ସେବାର ଡିଜିଟାଲ୍ ରୂପାନ୍ତରଣ କରୁଛି ଭାରତୀ ଆକ୍ସା ଲାଇଫ୍…
ଭୁବନେଶ୍ୱର: ଗ୍ରାହକ ମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ନିରନ୍ତର ଭାବେ ଏହାର ଡିଜିଟାଲ୍ ଦକ୍ଷତାକୁ ବଢ଼ାଉଛି । କଂପାନି “ପ୍ରୋଜେକ୍ଟ ସର୍ବ-ଓ-ତମ’ର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ଶୁଭାରମ୍ଭ କରି…
ନେକ୍ସଟ୍ୱେଭ୍ ଗ୍ରାଜୁଏଟ୍ଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି
ଭୁବନେଶ୍ୱର: ସଫ୍ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍ଫର୍ମ ନେକ୍ସଟ୍ୱେଭ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଗତ ଦୁଇ ବର୍ଷରେ ଏହାର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି ମିଳିଛି । ପ୍ରତିଭାବାନ କର୍ମଚାରୀ ସନ୍ଧାନ କରୁଥିବା ପ୍ରଯୁକ୍ତି କଂପାନିଗୁଡ଼ିକ ଲାଗି ଏହା!-->…