Browsing Category
ଜୀବନ ଚର୍ଯ୍ୟା
ବର୍ଷା ଦିନେ ରୂପି ସମସ୍ୟାକୁ ଦୂର କରିବା ପାଇଁ କେଶରେ ବ୍ୟବହାର କରନ୍ତୁ ଏହି ସମସ୍ତ ଉତ୍ପାଦ . . . .
ବର୍ଷାଦିନେ କେଶର ସଠିକ ଯତ୍ନ ନ ନେବା ଦ୍ୱାରା କେଶରୁ ଦୁର୍ଗନ୍ଧ ବାହାରି ଥାଏ ଏବଂ କେଶରେ ରୂପି ସମସ୍ୟା ମଧ୍ୟ ଦେଖାଯାଇଥାଏ । ରୂପି ଏକ ପ୍ରକାରର ମେଡିକାଲ ସମସ୍ୟା ହୋଇଥିବା ବେଳେ ଆପଣଙ୍କୁ ସମୟ ଥାଉ ଥାଉ ଏହି ସମସ୍ୟାରୁ ମୁକ୍ତି ପାଇବା ଖୁବ ଆବଶ୍ୟକ । ମୁଣ୍ଡରେ ଥିବା ସ୍କିନ ଶୁଷ୍କ ହୋଇଥିଲେ…
ଲିଭର ସମସ୍ୟା ଦେଖାଯାଉଛି କି ଜାଣନ୍ତୁ କେଉଁ ୫ଟି ଖାଦ୍ୟ ଲିଭର ପାଇଁ ଖୁବ କ୍ଷତିକାରକ . . .
ମାନବ ଶରୀରରେ ଲିଭର ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ଲିଭର ଶରୀରରେ ଏକ ହଜମ ସିଷ୍ଟମ ଅଟେ । ଏହା ମେଟାବୋଲିଜମ ବୃଦ୍ଧି ଏବଂ କମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଲିଭର ଡିଟକ୍ସିଫାଏ କରିବାରେ ସାହାଯ୍ୟ କରିଥାଏ । ଏହାର ସଠିକ ଯତ୍ନ ନେବା ଆବଶ୍ୟକ । ଏହା ବିଭିନ୍ନ ମେଡିସିନ ଏବଂ ଖରାପ…
ଘନ କଳା କେଶ ପାଇଁ ନିୟମିତ ପିଅନ୍ତୁ ଏହି ୫ଟି ଜୁସ . . . . . .
କେଶ ନାରୀମାନଙ୍କର ସୌନ୍ଦର୍ଯ୍ୟ ଅଟେ । କିନ୍ତୁ ପ୍ରଦୂଷଣ ଏବଂ ଯତ୍ନର ଅଭାବରୁ କେଶ ଝଡିଥାଏ ଏବଂ କେଶ ନଷ୍ଟ ହୋଇଥାଏ । କେଶର ବିକାଶ ଏବଂ ସଠିକ ବୃଦ୍ଧି ପାଇଁ ସଠିକ ସମୟରେ ତେଲ ଲଗାଇବା ସହିତ କେଶର ଟ୍ରିମିଂ ମଧ୍ୟ କରାଇବା ଆବଶ୍ୟକ । ଏହା ସହିତ ଡାଏଟେସିଆନମାନଙ୍କ ଅନୁଯାୟୀ କେଶର ସଠିକ ବିକାଶ…
ପିଲାମାନଙ୍କ ମଧ୍ୟରେ ଭିଟାମିନ ଇର ଅଭାବ ରହୁଥିଲେ, ନିୟମିତ ଖାଇବାକୁ ଦିଅନ୍ତୁ ଏହି ସମସ୍ତ ଖାଦ୍ୟ –
ଅନ୍ୟ ଭିଟାମିନ ଏବଂ ମିନେରଲ ପରି ଭିଟାମିନ ଇ ଖୁବ ଆବଶ୍ୟକ । ଭିଟାମିନ ଇ ଦ୍ୱାରା ତ୍ୱଚା ଭଲ ରହିଥାଏ ଏବଂ କେଶ ମଜବୁତ ହୋଇଥାଏ । ଭିଟାମିନ ଇ ମଧ୍ୟ ଏକ ଉତ୍ତମ ଆଣ୍ଟି-ଅକ୍ସିଡାଣ୍ଟ ଯାହା କ୍ୟାନସର ପାର୍ଟିକିଲକୁ ବିନାଶ କରିବାରେ ସାହାଯ୍ୟ କରିଥାଏ । ଭିଟାମିନ ଇର ବହୁଳ ମାତ୍ରାରେ ସେବନ…
ସୁସ୍ଥ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏହିସବୁ ଖାଦ୍ୟ, ଡାଏଟ ରେ ନିଶ୍ଚିତ କରନ୍ତୁ ସାମିଲ
ସୁସ୍ଥ ଶରୀର ସଭିଁଙ୍କ ପାଇଁ ଯେପରି ଆବଶ୍ୟକ,ସେହିପରି ସୁସ୍ଥ ମସ୍ତିଷ୍କ ମଧ୍ୟ ଆବଶ୍ୟକ। ମାନସିକ ଭାବେ ସୁସ୍ଥ ରହିଲେ ଅନ୍ୟ ସମସ୍ୟା ଓ ଚିନ୍ତା କୌଣସି କୁପ୍ରଭାବ ପକାଇ ପାରିବ ନାହିଁ। ତେବେ ୫ଟି ଏପରି ଖାଦ୍ୟ ରହିଛି ,ଯାହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହି ଖାଦ୍ୟକୁ…
କ୍ଲିୟର ଏବଂ ପିମ୍ପଲ ଫ୍ରି ସ୍କିନ ପାଇଁ ଆପଣାନ୍ତୁ ଏହି ୮ଦିନିଆ ଚ୍ୟାଲେଞ୍ଜ
ଆପଣଙ୍କର ସ୍କିନର ସମସ୍ୟା ଥିଲେ କିମ୍ବା ବ୍ରଣର ସମସ୍ୟା ହେଉଥିଲେ ଆପଣଙ୍କୁ ତ୍ୱଚାର ବିଶେଷ ଧ୍ୟାନ ନେବାକୁ ପଡିବ । ଆପଣ କିଛି ସାଧାରଣ ଉପାୟ ଅବଲମ୍ବନ ଦ୍ୱାରା ମାତ୍ର ଆଠ ଦିନରେ ଏହି ବ୍ରଣ ଏବଂ ତ୍ୱଚାର ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ କଣ…
ଆପଲ ଜୁସ ପିଅନ୍ତୁ ଏବଂ ଶରୀରରୁ ଦୂର କରନ୍ତୁ ବିଭିନ୍ନ ପ୍ରକାରର ରୋଗ –
ଇଂରାଜୀରେ ଏକ ପ୍ରୋ ର୍ଭବ ରହିଛି ଆପଲ ଏ ଡେ କିପସ ଦ ଡକ୍ଟର ଆଉଏ । ପ୍ରତିଦିନ ଆପଲ ଏବଂ ଆପଲ ଜୁସ ପିଉଥିବା ଲେକେ ସର୍ବଦା ଫିଟ ଏବଂ ସୁସ୍ଥ ରହିଥାନ୍ତି । ନିୟମିତ ଆପଲ ଜୁସର ସେବନ ଦ୍ୱାରା ଧମନୀରୁ ହାର୍ଟ ପର୍ୟ୍ୟନ୍ତ ରକ୍ତ ସଂଚାଳନ ସଠିକ ହୋଇଥାଏ । ଆପଲ ଜୁସ ମଧ୍ୟ କୋଲେଷ୍ଟ୍ରଲ ସ୍ତର…
ଆପଣଙ୍କୁ ଅନ୍ଧ କରିପାରେ ଏହି ୭ ଟି ଖରାପ ଅଭ୍ୟାସ , ଆଜି ହିଁ ସୁଧାରନ୍ତୁ
ଦୃଷ୍ଟି ଶକ୍ତିର ଅବନତି ଜେନେଟିକ୍ସ, ବୟସ ଏବଂ ଆପଣଙ୍କ ପରିବେଶ ସହିତ ଅନେକ କାରଣ ଉପରେ ନିର୍ଭର କରେ | ଯଦିଓ ଅନେକ ଲୋକ କେବଳ ଆଖିରେ ସଠିକ୍ ଭାବରେ ଦେଖିବା ପାଇଁ ଲେନ୍ସ ଲଗାନ୍ତି, ଯେପରିକି ଚଷମା କିମ୍ବା କଂଟାକ୍ଟ, ଲୋକମାନେ ଆଖିର ଯତ୍ନ ନେବା ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ…
ଜାଣନ୍ତି କି ଘାସ ଉପରେ ଚାଲିବା ଦ୍ୱାରା କଣ ମିଳିଥାଏ ସୁଫଳ . . . .
ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଜୋତା ଚପଲ ପିନ୍ଧିବା ସହିତ ଖାଲି ପାଦରେ ଚାଲିବାକୁ ସମୟ ମିଳିନଥାଏ । କିନ୍ତୁ ଖାଲିପାଦରେ ଚାଲିବା ତଥା ଖାଲି ପାଦରେ ଘାସରେ ଚାଲିବାର ଉପକାରିତା ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି । ପୂର୍ବ କାଳରେ ଲୋକେ ଘାସ ଏବଂ ଖାଲି ପାଦରେ ଚାଲୁଥିବାରୁ ବହୁ…
ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ଏହି ୮ଟି ସୁପର ସିଡ . . . . .
ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଏହାର ସମାଧାନ ପାଇଁ ଆପଣ ନିତିଦିନିଆ ଖାଦ୍ୟରେ ନିମ୍ନ ଲିଖିତ ୮ଟି ସୁପର ସିଡ ସାମିଲ କରନ୍ତୁ । ଯାହା ଶରୀର ପାଇଁ ଖୁବ ହିତକାରୀ ଏବଂ ସହଜରେ ବିଭିନ୍ନ ପ୍ରକାରର ପୋଷଣ ଆପଣ ପାଇପାରିବେ ।
୧. ଚିଆ ସିଡ – ଚିଆ ସିଡ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ…