Browsing Category
ବାଣିଜ୍ୟ
ଏସବିଆଇ ଲାଇଫ୍ ‘ଆଇଡେସନଏକ୍ସ ୨.୦’ର ଫାଇନାଲ୍ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍, ଭୁବନେଶ୍ୱର…
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଆଇଡିଏସନଏକ୍ସ ୨.୦ର ଫାଇନାଲ୍ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟେନେଜମେଂଟ୍, ଭୁବନେଶ୍ୱର (ଏକ୍ସଆଇଏମବି) ପ୍ରବେଶ କରିଥିବା ଘୋଷଣା କରାଯାଇଛି। ଏହାର ସେମି-ଫାଇନାଲ୍ ପର୍ଯ୍ୟାୟର…
ବିଏସଏନଏଲ ପକ୍ଷରୁ ସ୍ୱଦେଶୀ ୪ଜି ନେଟୱର୍କ ଉନ୍ମୋଚିତ; ୨୬,୭୦୦ ଗ୍ରାମକୁ ଟେଲିକମ ସଂଯୋଗ ପ୍ରଦାନ
- ଟିସିଏସ, ସି-ଡଟ ଏବଂ ତେଜସ୍ ନେଟୱର୍କସ୍ କନ୍ସର୍ଟିୟମ୍ ପକ୍ଷରୁ ମିଳିତ ଭାବେ ବିଏସଏନଏଲ ପାଇଁ ସ୍ୱଦେଶୀ ଟେଲିକମ୍ ଟେକ୍ନୋଲୋଜି ଷ୍ଟାକ୍ ସଫଳତାର ସହିତ କାର୍ଯ୍ୟକ୍ଷମ
ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ପକ୍ଷରୁ ଟାଟା କନସଲଟାନସି ସର୍ଭିସେସ୍ (ଟିସିଏସ), ସେଣ୍ଟର…
କ୍ରୋମାରେ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍ସର ଶୁଭାରମ୍ଭ; ଇଲେକ୍ଟ୍ରୋନିକ୍ସ ଉପରେ ୩୫% ରିହାତି
ଭୁବନେଶ୍ୱର: ଟାଟା ଗ୍ରୁପ୍ର ଅଗ୍ରଣୀ ଓମନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ବାର୍ଷିକ ପାର୍ବଣ ଉତ୍ସବ ଅଭିଯାନ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍ସ ଘୋଷଣା କରାଯାଇଛି ଯେଉଁଥଇରେ ଉତ୍ସବ ପାଳନକୁ ଉଲ୍ଲାସପୂର୍ଣ୍ଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଅଫରଗୁଡ଼ିକ ରହିଛି।…
ଗ୍ରିଭ୍ସ ଇଲେକ୍ଟ୍ରିକ୍ ମୋବିଲିଟି ପକ୍ଷରୁ ଓଡ଼ିଶାରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫରର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ କମ୍ପାନି ଗ୍ରିଭ୍ସ ଇଲେକ୍ଟ୍ରିକ୍ ମୋବିିଲିଟି ପକ୍ଷରୁ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଉତ୍ସବ ଅଫର ଘୋଷଣା କରାଯାଇଛି ଯାହା ଫଳରେ ସ୍ୱଚ୍ଛ, ସ୍ମାର୍ଟ ଓ ସୁଲଭ ଗମନାଗମନ ସୁବିଧା ହାସଲ କରିବା ପୂର୍ବାପେକ୍ଷା ବେଶ୍ ଆକର୍ଷଣୀୟ…
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ପକ୍ଷରୁ ପାର୍ବଣ ଋତୁରେ ସାର୍ବଜନୀନ ସୁରକ୍ଷା ବ୍ୟବସ୍ଥା ତ୍ୱରାନ୍ୱିତ
ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ଟାଟା ପାୱାରର ଓଡ଼ିଶା ବିଦ୍ୟୁତ ବିତରକ କମ୍ପାନି ଯଥା ଟିପିସିଓଡିଏଲ, ଟିପିଏନଓଡିଏଲ, ଟିପିଏସଓଡିଏଲ ଏବଂ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଜନ ସାଧାରଣ ଯେଭଳି ସୁରକ୍ଷିତ ଭାବେ ଉତ୍ସବ ପାଳନ କରିପାରିବେ ଏବଂ ଅବିରତ ବିଦ୍ୟୁତ ସରବରାହ…
ଟିପିସିଓଡିଏଲ୍ ପକ୍ଷରୁ ଉତ୍ସବ ଋତୁରେ ସୁରକ୍ଷା ତଦାରଖ ଓ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧରେ ଲୋକଙ୍କୁ ସଚେତନତା
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଲୋକମାନଙ୍କ ସୁରକ୍ଷା ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଭୁବନେଶ୍ୱର ଓ କଟକର ପ୍ରମୁଖ…
ଏଚଡି ଫାୟାର ପ୍ରୋଟେକ୍ଟ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଏଚଡି ଫାୟାର ପ୍ରୋଟେକ୍ଟ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହା ହେଉଛି ଅଗ୍ନି ସୁରକ୍ଷା ଉପକରଣ ଓ ସିଷ୍ଟମ ଉତ୍ପାଦନ ଓ ଯୋଗାଣ କରୁଥିବା ଏକ ଭାରତୀୟ ସଂସ୍ଥା ଯାହାର ଜଳ,…
ଗ୍ଲୋଟିସ୍ ଲିମିଟେଡର ଇନିସିଆଲ ପବ୍ଲିକ୍ ଅଫରିଂ ସେପ୍ଟେମ୍ବର ୨୯ରେ ଖୋଲିବ
ଭୁବନେଶ୍ୱର: ଗ୍ଲୋଟିସ୍ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍େଟମ୍ବର ୨୯ ସୋମବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍େଟମ୍ବର ୨୬ ଶୁକ୍ରବାର ବିଡ୍ ଦାଖଲ କରିପାରିବେ। ୨୦୨୫ ଅକ୍ଟୋବର ୧ ବୁଧବାର ଦିନ ବିଡ୍ ଦାଖଲ ଶେଷ ହେବ ।…
ମୋଦିକେୟାର ପକ୍ଷରୁ ନବରାତ୍ରୀ ମିଷ୍ଟାନ୍ନ ପ୍ରସ୍ତୁତି ପାଇଁ କାଶ୍ମିରୀ କେଶର ଓ ଗାଈ ଘିଅ
ଭୁବନେଶ୍ୱର: ନବରାତ୍ରୀ ହେଉଛି ଉଲ୍ଲାସ, ସମର୍ପଣ ଭାବ ଓ ପାର୍ବଣ ଖାଇବାପିଇବାର ଏକ ସମୟ। ଏହି ସମୟରେ ପ୍ରସ୍ତୁତ କରାଯାଉଥିବା ସ୍ୱତନ୍ତ୍ର ଲଡୁ ପାଇଁ କାଶ୍ମିରୀ କେଶର ଓ ଗାଈ ଘିଅ ବ୍ୟବହାର କରିପାରିବେ। ଏଥି ସହିତ ଉତ୍ସବ ପାଇଁ ସେମାନେ ଅତୁଳନୀୟ ସ୍ୱାଦ, ସୁଗନ୍ଧ ଓ ଅସଲିପଣ ଆଣିପାରିବେ। ଏଠାରେ…
ଶ୍ରୀମତୀ ସଙ୍ଗୀତା ଜିନ୍ଦଲଙ୍କୁ ଫ୍ରାନ୍ସର ସମ୍ମାନଜନକ ସେଭାଲିୟର ଡି ଆଇ’ଓଡ୍ରେ ଡେସ୍ ଆର୍ଟସ୍ ଏଟ୍ ଡେସ୍ ଲେଟର୍ସ…
ଭୁବନେଶ୍ୱର: ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମାନ୍ୟବର ଥିଏରି ମାଥଉ ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ଜିନ୍ଦଲଙ୍କୁ ଫ୍ରାନ୍ସର ସବୁଠୁ ସମ୍ମାନଜନକ ସମ୍ମାନ ସେଭାଲିୟର ଡେ ଆଇ’ଓଡ୍ରେ ଡେସ ଆର୍ଟସ ଏଟ ଡେସ୍ ଲେଟର୍ସ (ନାଇଟ ଅଫ୍ ଦି ଅର୍ଡର ଅ୍ଫ ଆର୍ଟସ୍ ଆଣ୍ଡ…