ହୋଲି ୱିକେଣ୍ଡରେ ଏୟାରଟେଲ୍ ଏକ୍ସ୍‌ଟ୍ରିମ୍‌ରେ ସୁପର୍ କଣ୍ଟେଟ୍‌ର ଆନନ୍ଦ


ଭୁବନେଶ୍ୱର: ମନୋରଞ୍ଜନ ପ୍ଲାଟ୍‌ଫର୍ମ ଏୟାରଟେଲ୍ ଏକ୍ସ୍‌ଟ୍ରିମ୍ ପକ୍ଷରୁ ଲାଇଭ୍ ଟିଭି ସହ ୧୦,୦୦୦ରୁ ଅଧିକ ଭାରତୀୟ ଓ ଆନ୍ତର୍ଜାତୀୟ ଚଳଚିତ୍ର, କାର୍ଯ୍ୟକ୍ରମ ଓ ଡକ୍ୟୁମେଂଟାରିକୁ ପହଞ୍ଚକୁ ଉପଲବ୍ଧ କରାଯାଇଛି । ଏହି ବୃହତ୍ ଶ୍ରେଣୀରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମରାଠୀ ଓ ଭୋଜପୁରୀ ଭାଷାର କଂଟେଂଟ୍ ସାମିଲ ରହିଛି ଯାହାକି ଏୟାରଟେଲ୍ ଥ୍ୟାଙ୍କସ୍ ଗ୍ରାହକଙ୍କ ପାଇଁ ସେମାନଙ୍କର ପ୍ଲାଟିନମ୍‌, ଗୋଲ୍ଡ ଓ ସିଲ୍‌ଭର ବେନିଫିଟ୍‌ର ଅଂଶ ଭାବେ ମାଗଣାରେ ଉପଲବ୍ଧ ହେବ । ଏୟାରଟେଲ୍‌ର ଗ୍ରାହକମାନେ ଯେକୌଣସି ସ୍କ୍ରିନ୍‌ରେ ଏହି ଆକର୍ଷଣୀୟ କଂଟେଂଟ୍ ଆକ୍‌ସେସ୍ କରିପାରିବେ । ସେମାନେ ଏୟାରଟେଲ୍ ଏକ୍ସଟ୍ରିମ୍ ଆପ୍ ସହ ସ୍ମାର୍ଟଫୋନ୍ କିମ୍ବା ଟାବ୍‌ଲେଟ୍‌ରେ ଷ୍ଟ୍ରିମ୍ ଓ ଡାଉନ୍‌ଲୋଡ୍ କରିପାରିବେ, ଘରେ ବସି ବୃହତ୍ ଟିଭି ସ୍କ୍ରିନ୍‌ରେ ଏୟାରଟେଲ୍ ଏକ୍ସଟ୍ରିମ୍ ହାଇବ୍ରିଡ୍ ଏସ୍‌ଟିବି ଓ ସ୍ମାର୍ଟ କ୍ଲିକ୍ ସହ ଉପଭୋଗ କରିପାରିବେ କିମ୍ବା ନିଜ ପିସିରେ ଏୟାରଟେଲ୍‌ଏକ୍ସଟ୍ରିମ୍ ଡଟ୍ କମ୍‌ରେ ଲଗ୍‌ଅନ୍ କରି ଏହି ଅଫର୍ ପାଇପାରିବେ ।
ହୋଲି ୱିକେଣ୍ଡ ଅବସରରେ ଏୟାରଟେଲ୍ ଏକ୍ସଟ୍ରିମ୍‌ରେ କିଛି ନୂତନ ଚଳଚିତ୍ର ଓ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଏଥିରେ ନାଇଭ୍‌ସ ଆଉଟ୍‌-ଏ ମଡର୍ଣ୍ଣ ହୁଡ୍ୟୁନିଟ୍‌, ୱାଣ୍ଡର ଓମେନ୍‌, ଦ କରୋନାଭାଇରସ୍ ଏପିଡେମିକ୍‌, କିରେନ୍‌ଜିତ୍ କୌର୍‌, ସ୍କାଏଫାୟାର୍‌, ୱାନ୍ସ ଅପନ୍ ଏ କ୍ରାଇମ୍‌୍ ଭଳି ଚଳଚିତ୍ର ଓ କାର୍ଯ୍ୟକ୍ରମ ସାମିଲ ରହିଛି । ଚଳିତ ବର୍ଷର ହୋଲି ଉତ୍ସବ ଏକ ଏକ୍ସଟେଣ୍ଡେଡ୍ ୱିକେଣ୍ଡର ଲାଭ ସାମିଲ କରିଛି ଏବଂ ଏୟାରଟେଲ୍ ଗ୍ରାହକମାନେ ଏୟାରଟେଲ୍ ଏକ୍ସଟ୍ରିମ୍‌ରେ ସୁପର୍ ଡିଜିଟାଲ ମନୋରଞ୍ଜନ ମାଧ୍ୟମରେ ଏହି ୱିକେଣ୍ଡକୁ ଉପଭୋଗ କରିପାରିବେ । ତେବେ ଆଉ କଣ ପାଇଁ ଅନେକ୍ଷା ? ମନୋରଞ୍ଜନର ଲାଭ ଉଠାଇବା ପାଇଁ ଏୟାରଟେଲ ଏକ୍ସିଟ୍ରିମ ଆପକୁ ବର୍ତ୍ତମାନ ଡାଉନଲୋଡ଼ କରନ୍ତୁ ।


Share It

Comments are closed.