ବିଗ୍ ବଜାର ପକ୍ଷରୁ ପ୍ରଥମ ଥର ପାଇଁ ମାର୍ଚ୍ଚ ୨୩-୨୫ ପର୍ଯ୍ୟନ୍ତ ଫ୍ରି ସପିଙ୍ଗ ୱିକେଣ୍ଡ


ଜାତୀୟ, ୨୧ ମାର୍ଚ୍ଚ ୨୦୧୮- ଫ୍ୟୁଚର ଗ୍ରୁପର ଅଗ୍ରଣୀ ହାଇପର ମାର୍କେଟ ଚେନ୍, ବିଗ୍ ବଜାର ପକ୍ଷରୁ ମାର୍ଚ୍ଚ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମଥର ପାଇଁ ୩ଦିନିଆ ଫ୍ରି ସପିଙ୍ଗ ୱିକେଣ୍ଡର ଶୁଭାରମ୍ଭ କରାଯାଇଛି । ବିଗ୍ ବଜାରର ଏହି ଫ୍ରି ସପିଙ୍ଗ ୱିକେଣ୍ଡ ଦେଶର ୨୫୦ରୁ ଅଧିକ ଷ୍ଟୋରରେ ଉପଲବ୍ଧ ହେବ । ଏଥି ପାଇଁ ଗ୍ରାହକ ମାନଙ୍କୁ୨,୦୦୦ଟଙ୍କାର କିଣାକିଣି କରିବା ଆବଶ୍ୟକ ଏବଂ ଏହି ସମ୍ପୁର୍ଣ୍ଣ ମୁଲ୍ୟ ୧,୦୦୦ ଟଙ୍କାର ଆପାରେଲ୍ ଭାଉଚର, ୫୦୦ ଟଙ୍କା ମୂଲ୍ୟର ଘରୋଇ ଏବଂ କିଚେନ ଭାଉଚର ଏବଂ ୫୦୦ ଟଙ୍କା ମୂଲ୍ୟର ମାଗଣା ଗ୍ରୋସରି ଉତ୍ପାଦ ମାଧ୍ୟମରେ ଫେରସ୍ତ ପାଇପାରିବେ ।ଅନ୍ୟ ଏକ ଅଫରରେ, ସମସ୍ତ ନୂତନ ଫ୍ୟୁଚର ପେ (ଇ-ୱାଲେଟ) ବ୍ୟବହାରକାରୀଙ୍କୁ ୫୦୦ ଟଙ୍କାର କ୍ୟାସବ୍ୟାକ ପ୍ରଦାନ କରାଯିବ ଏବଂ ଏହା ୨,୦୦୦ ଟଙ୍କା କିମ୍ବା ତତୁର୍ଦ୍ଧ କ୍ରୟରେ ବୈଦ୍ଧ ରହିବ । ଉକ୍ତ ଫ୍ରି ସପିଙ୍ଗ ୱିକେଣ୍ଡ ମୁଖ୍ୟତଃ ବିଭିନ୍ନ ରେଞ୍ଜର ଉତ୍ପାଦ ଯେପରିକି ମୁଖ୍ୟ ଉପାଦାନ, ଖାଦ୍ୟ, ମସଲା, ଚାହା, ପାନୀୟ ଉତ୍ପାଦ, ଅନ୍ୟାନ୍ୟ ଉପକରଣ, ଫୁଟଓୟାର, ହୋମ କେୟାର ଉତ୍ପାଦ, ଘରୋଇ ଫ୍ୟାସନ, କିଚେନ ଓୟାର ଇତ୍ୟାଦି ବିସ୍ତୃତ ରେଞ୍ଜରେ ଶ୍ରେଷ୍ଠ ଡିଲ୍ ପ୍ରଦାନ କରିବ ।

ଏହି ଅଭିଯାନ ସମ୍ପର୍କରେ ବିଗ୍ ବଜାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସଦାଶିବ ନାୟକ କହିଛନ୍ତି ଯେ, “ଏକ ବ୍ରାଣ୍ଡ ହିସାବରେ ଆମ୍ଭେମାନେ ସର୍ବଦା ଗ୍ରାହକମାନଙ୍କୁ ସ୍ୱତନ୍ତ୍ରତା ପ୍ରଦାନ ପାଇଁ ଚେଷ୍ଟିତ ଯାହାକି, ବିଗ୍ ବଜାରରେ ସପିଙ୍ଗକୁ ଏକ ଉତ୍ସାହପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବ । ଏହି ୩ଦିନିଆ ଫ୍ରି ସପିଙ୍ଗ ୱିକେଣ୍ଡ ଆମର ଗ୍ରାହକ ମାନଙ୍କୁ କିଣାକିଣିରେ ଉତ୍ସାହ ପ୍ରଦାନ କରିବା ସହିତ ସେମାନେ ଏକ ଚିନ୍ତା ମୁକ୍ତ ସପିଙ୍ଗକୁ ଉପଭୋଗ କରିପାରିବେ । ଗ୍ରାହକମାନେ ଆହୁରି ମଧ୍ୟ ସେମାନେ ଖର୍ଚ୍ଚ କରୁଥିବା ସମାନ ମୂଲ୍ୟର ସପିଙ୍ଗ ଦୁଇଥର କରିପାରିବେ ଏବଂ ଆମର ବିସ୍ତୃତ ରେଞ୍ଜର ଉତ୍ପାଦରୁ ଅଧିକ କ୍ରୟ କରିପାରିବେ । ଆମ୍ଭେମାନେ ଆମର ଗ୍ରାହକ ମାନଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରିବା ସହିତ ଏହି ପ୍ରଥମ ଧରଣର ଅଫରରେ ସପିଙ୍ଗ କରିବା ପାଇଁ ସ୍ୱାଗତ କରୁଛୁ ।”
ଯେଉଁ ଗ୍ରାହକମାନେ ଏହି ଫ୍ରି ସପିଙ୍ଗ ୱିକେଣ୍ଡର ଅଫରକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ ସେମାନେ ୧୦୦ ଟଙ୍କାର ଏକ ଟିକେଟ୍ କିଣି ଏହାର ପ୍ରି-ବୁକିଙ୍ଗ ମଧ୍ୟ କରିପାରିବେ । ଷଗ୍ଧଗ୍ଧକ୍ଟ୍ର://ଭସଗ୍ଧ.କ୍ଷଚ୍ଚ/ଚକ୍ସରଈକ୍ଟକ୍ଟଳୠଝଡ ରେ ବୁକ୍ କରନ୍ତୁ । ଆହୁରି ମଧ୍ୟ, ବିଗ୍ ବଜାର ରୁପେ ସହିତ ସହବବନ୍ଧିତ ହୋଇ ସମସ୍ତ ଡେବିଟ ଏବଂ କ୍ରେଡିଟ କାର୍ଡ ମାଧ୍ୟମରେ କ୍ରୟ ଦ୍ୱାରା ୧୦ ପ୍ରତିଶତ ରିହାତି ପ୍ରଦାନ କରୁଛି ।


Share It

Comments are closed.