ପୂର୍ବତ୍ତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ଜାଣନ୍ତୁ ତାଙ୍କ ସଂପର୍କରେ କିଛି ରୋଚକ କଥା

୧୯୩୧ ମସିହା ଅକ୍ଟୋବର ୧୫ରେ ତାମିଲନାଡୁର ରାମେଶ୍ୱରମ୍ ଗାଁରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏ. ପି. ଜେ. ଅବଦୁଲ୍ କଲାମ୍। ମାଟ୍ରିକ ପାଠପଢ଼ା ଶେଷ କରି ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲେ।…

ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡିଲେ ସିରାଜ

ଜୁଲାଇ ୨୭ ରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ODI ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଦ୍ରୁତ ବୋଲର ମହମ୍ମଦ ସିରାଜ (Mohammad Siraj) ହଠାତ୍ ଭାରତ ଫେରି ଆସିଛନ୍ତି । ତାଙ୍କୁ ODI ସିରିଜ୍ ପାଇଁ ଚୟନ କରାଯାଇଥିଲା, କିନ୍ତୁ ଟେଷ୍ଟ ସିରିଜ୍…

୭୬ ବର୍ଷୀୟ ବରର ହାତ ଧରିଲେ ୪୬ ବର୍ଷିୟା କନିଆ

ଆଧୁନିକତା ସଭ୍ୟ ସମାଜରେ ମନଲାଖି ବର ହେଉ କିମ୍ବା କନ୍ୟା ଟିଏ ପାଇଁ ଅନେକ ଖୋଜାଖୋଜି ସତ୍ବେ ମିଳିବା ଅତି କଷ୍ଟସାଧ୍ୟ । ଆଜି କାଲି ର ଦୁନିଆଁ ରେ ବିବାହ ଏବଂ ଛାଡ଼ପତ୍ର ଏକ ଟ୍ରେଣ୍ଡ ପାଲଟି ଯାଇଛି ।ଅନେକ ସ୍ଥାନରେ ଭୂଲ ବୁଝାମଣା ରୁ ନବ ବିବାହିତ ଙ୍କ ସାଂସାରିକ ଜୀବନ ରେ ଅନେକ ସମସ୍ୟା…

ଓଡିଶା ବଜାରରେ ପ୍ରବେଶ କରିଛି ଡାଲ୍‌ମିଆ ଇଭି

ଭୁବନେଶ୍ୱର : ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଡାଲ୍‌ମିଆ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଇଲେକ୍‌ଟ୍ରିକ୍ ଯାନ ଶାଖା ଡାଲ୍‌ମିଆ ଇଲେକ୍‌ଟ୍ରିକ୍ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ନୂଆ ଅଭିନବ ଶୃଙ୍ଖଳାର ଇ-ବାଇକ୍‌, ଇସ୍କୁଟର ଓ ଇ-ରିକ୍ସାର ଲଂଚ୍ ସହିତ ଓଡିଶାରେ ଇଲେକ୍‌ଟ୍ରିକ୍ ଯାନ…

୨୦ ନିୟୁତରୁ ଅଧିକ କନେକ୍ଟେଡ୍ ଡିଭାଇସ୍‌କୁ ସଶକ୍ତ କରିଛି ଏୟାରଟେଲ୍ ବିଜ୍‌ନେସ

ଭୁବନେଶ୍ୱର: ଏୟାରଟେଲ୍‌ର ବି୨ବି ଡିଭିଜନ ଏୟାରଟେଲ୍ ବିଜ୍‌ନେସ୍‌, ନିଜର ଆଇଓଟି ସଲ୍ୟୁଶନ ମାଧ୍ୟମରେ ୨୦ ମିଲିୟନରୁ ଅଧିକ ଡିଭାଇସ୍‌କୁ କନେକ୍ଟ କରିବାରେ ଦେଶର ପ୍ରଥମ ଆଇସିଟି ସେବା ପ୍ରଦାତାରେ ପରିଣତ ହୋଇ ଆଉ ଏକ ଶିଳ୍ପ ସଫଳତା ହାସଲ କରିଛି । ଏୟାରଟେଲ୍ ଆଇଓଟି କନେକ୍ଟେଡ୍ ଡିଭାଇସଗୁଡିକରେ…

ଗୋପାଳପୁରରେ ଜୋନ୍ ବାଏ ଦି ପାର୍କ ହୋଟେଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍‌ସ ପକ୍ଷରୁ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ଜୋନ୍ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ…

ଭୁବନେଶ୍ୱରରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଗୁରୁବାର ଠାରୁ ୧୦-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଏକ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହା ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜନ କରାଯାଉଛି । ଚଳିତ ଜୁଲାଇ ୨୦ରୁ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ଗବେଷଣା କେନ୍ଦ୍ର, ଏକ୍ସ.ଆଇ.ଏମ.ବି…

ୱାଲ୍‌ର୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ଓ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୩ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହୋଇଯିବ, ଯାହାକି ରାଜ୍ୟର ରପ୍ତାନିକାରୀମାନଙ୍କୁ ଆନ୍ତର୍ଜାତୀୟ ବଜାରରେ ଉନ୍ନତି କରିବା ପାଇଁ ଆବଶ୍ୟକ…

ଫୋନ୍‌ପେ ପକ୍ଷରୁ ମାସିକ ସବ୍‌ସ୍କ୍ରିପ୍‌ଶନ ସହ ଭାରତର ପ୍ରଥମ ସ୍ୱାସ୍ଥ୍ୟବୀମା ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ଭୁବନେଶ୍ୱର: ଫୋନ୍‌ପେ’ ଇନ୍ସୁରାନ୍ସ ବ୍ରୋକିଙ୍ଗ୍ ସର୍ଭିସେସ୍ ପକ୍ଷରୁ ଆଜି ଏହାର ସ୍ୱାସ୍ଥ୍ୟବୀମା ଯୋଜନାଗୁଡିକର ଶୁଭାରମ୍ଭ କରାଯାଇଛି । ଯାହାକି ଅଗ୍ରଣୀ ବୀମା କମ୍ପାନୀଗୁଡିକ ସହ ସହଭାଗିତାରେ ବ୍ୟାପକ ବୀମା ପ୍ରଦାନ କରୁଛି । ଏହା ହେଊଛି ଦେଶର ଏକମାତ୍ର ପ୍ଲାଟ୍‌ଫର୍ମ ଯେଉଁଠାରେ…

ଓଡିଶାରେ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ପାଇଁ ଏୟାରଟେଲ୍ ଚାହିଦା ବୃଦ୍ଧି

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା, ଭାରତୀ ଏୟାରଟେଲ୍ ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶାରୁ ବିଦେଶକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ସବ୍‌ସ୍କ୍ରିପ୍‌ଶନ ପ୍ୟାକ୍‌ରେ ୧୪୩%ର ବୃଦ୍ଧି ପରିଲକ୍ଷିତ କରିଛି । କନେକ୍ଟେଡ୍ ରହିବାକୁ ସହଜ, ଅନ୍ତର୍ନିହିତକାରୀ ଓ…