ଲବଙ୍ଗ ଚା ପିଇବାର ରହିଛି ଅନେକ ସ୍ୱାସ୍ଥ୍ୟ ଉପକାର, ଏହି ଉପାୟରେ କରନ୍ତୁ ପ୍ରସ୍ତୁତ
ଅଧିକାଂଶ ଲୋକଙ୍କୁ ଚା’ ପିଇବା ଖୁବ ପସନ୍ଦ। ଅଦା ଓ ଗୁଜୁରାତିର ଚା’ ପିଇବାକୁ ମଧ୍ୟ ବେଶ ସ୍ୱାଦିଷ୍ଟ। ତେବେ ସମସ୍ତ ସମୟ ବ୍ୟତୀତ ବିଶେଷ କରି ଶୀତଦିନେ ଲବଙ୍ଗ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାର ହୋଇଥାଏ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ ଓ ଏହାର ଉପକାରିତା ଗୁଣ…