ଭାରତର ବିଜୟରେ ଉଲ୍ଲସିତ ୭୫ ବର୍ଷୀୟ ଗାଭାସ୍କରଙ୍କ ମଜାଦାର ଡ୍ୟାନ୍ସ ର ଭିଡିଓ ହେଉଛି ଭାଇରାଲ
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଚାରିଆଡ଼େ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଶଂସକମାନେ ନୃତ୍ୟ ଓ ଡ୍ରମ୍ ବଜାଇ ଦଳର ବିଜୟ ଉତ୍ସବ ପାଳନ କରୁଛନ୍ତି। ଦେଶର ପୂର୍ବତନ କ୍ରିକେଟରମାନେ ମଧ୍ୟ ଭାରତର ବିଜୟରେ ବହୁତ ଖୁସି ଅଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତର…