ଖରାଦିନେ ନିଜ ଡାଏଟ ରେ ନିଶ୍ଚିତ ସାମିଲ କରନ୍ତୁ ଏହିସବୁ ପାନୀୟ, ପାଇବେ ଅନେକ ଫାଇଦା
ଖରାଦିନ ଆରମ୍ଭ ହେବା ସହ ଭୀଷଣ ଗରମ ଅନୁଭବ ହେଲାଣି। ଏହି କାରଣରୁ ଲୋକଙ୍କ ଅନେକ ସମସ୍ୟା ମୁଣ୍ଡବିନ୍ଧା, ତ୍ୱଚା ସମସ୍ୟା, ଶରୀରରେ ଜଳୀୟ ଅଂଶର ଅଭାବ ଆଦି ହୋଇଥାଏ। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଖରାଦିନେ ୫ଟି ପାନୀୟକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ।
ଖରାଦିନେ ଦହି ସରବତ…