ଖରାଦିନେ ଏହାକୁ ଖାଇବାର ଅଭ୍ୟାସ କରନ୍ତୁ, ଡିହାଇଡ୍ରେସନ୍ ବା କୋଲେଷ୍ଟ୍ରଲ ଜନିତ ସମସ୍ତ ଚିନ୍ତାରୁ ମିଳିବ ମୁକ୍ତି
ଦେଶର ଅନେକ ରାଜ୍ୟରେ ପାଗ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ତାପମାତ୍ରା ବଢ଼ୁଥିବାରୁ ହାଇଡ୍ରେସନ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ଶରୀରକୁ ହାଇଡ୍ରେଟ୍ କରିବା କ୍ଷେତ୍ରରେ ନଡ଼ିଆ ପାଣି ସବୁଠାରୁ ପ୍ରିୟ ପାନୀୟ। ଆପଣ ଜାଣନ୍ତି କି ନଡ଼ିଆ ପାଣି କେବଳ ଶରୀରରେ ପାଣିର ଅଭାବକୁ…