କୋଲାଜେନ୍ କ’ଣ? ୩୦ ପରେ ଚର୍ମ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଜାଣନ୍ତୁ
ଚେହେରା ଆମ ଶରୀରର ସବୁଠାରୁ ସୂକ୍ଷ୍ମ ଅଙ୍ଗ ମଧ୍ୟରୁ ଗୋଟିଏ | ଏହାର ଯତ୍ନ ନେବା ଆବଶ୍ୟକ ଏବଂ ବିଶେଷତଃ ଯଦି ଆପଣଙ୍କର ବୟସ ୩୦ ବର୍ଷରୁ ଅଧିକ, ତେବେ ଆପଣଙ୍କୁ ଆପଣଙ୍କର ସ୍କିନର ଅଧିକ ଯତ୍ନ ନେବାକୁ ପଡିବ, କାରଣ ୩୦ ବର୍ଷ ପରେ ଶରୀର କୋଲାଜେନ୍ ଉତ୍ପାଦନକୁ ହ୍ରାସ କରିଥାଏ | ଯେଉଁ କାରଣରୁ…