ଆପଣଙ୍କ ଜନ୍ମ କାର୍ମିକ ସଂଖ୍ୟାରେ ହୋଇନାହିଁ ତ? ଆପଣଙ୍କ ପୂର୍ବଜନ୍ମ କର୍ମ ସହିତ ରହିଛି ଏହାର ନୀବିଡ଼ ସମ୍ପର୍କ
ଯଦି ଆପଣ କୌଣସି ମାସର ୧୦,୧୩,୧୪,୧୬,୧୯ ତାରିଖରେ ଜନ୍ମ ହୋଇଛନ୍ତି ତେବେ ଏହି ସଂଖ୍ୟାକୁ କାର୍ମିକ ନମ୍ବର ବୋଲି କୁହାଯାଏ । କାର୍ମିକ ସଂଖ୍ୟାରେ ଜନ୍ମ ବ୍ୟକ୍ତି ପୂର୍ବ ଜନ୍ମରେ କିଛି ଏମିତି କର୍ମ କରିଥାନ୍ତି ଯେଉଥି ପାଇଁ ଏ ଜନ୍ମରେ ସେମାନେ କାର୍ମିକ ସଂଖ୍ୟାରେ ଜନ୍ମ ହୋଇଥାନ୍ତି ।…