ବଜାରରେ ବିକ୍ରି ହୁଏ ନକଲି କେଶର : ଜାଣନ୍ତୁ କିଭଳି କରିବେ ଅସଲି ଏବଂ ନକଲି ଭିତରେ ଫରକ
କାଶ୍ମୀର ଜଳବାୟୁ କେଶର ଚାଷ ପାଇଁ ପ୍ରକୃଷ୍ଟ । ସେଠି ରହୁଥିବା ଅଧିକାଂଶ ଚାଷୀ ପରିବାର ଏଇ କେଶର ଚାଷ କରି ରୋଜଗାର କରୁଛନ୍ତି । କେଶର ଚାହିଦା କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଦେଶରେ ବି ବଢ଼ୁଛି । ବିକ୍ରି ବଢ଼ିବା ପରେ ଧୀରେଧୀରେ ବଜାରରେ ନକଲି କେଶର କାୟା ବିସ୍ତାର କଲାଣି । ନକଲି…