ଏଭରେଷ୍ଟକୁ ସମ୍ପୂର୍ଣ୍ଣ ଗିଳିବା ଉପରେ ଡ୍ରାଗନ, ସବୁଠାରୁ ଉଚ୍ଚ ଶିଖରରେ ସ୍ଥାପନ କଲା ୫ଜି ନେଟୱର୍କ ବେସ ଷ୍ଟେସନ

ଚାଇନାର ସରକାରୀ ଟିଭି ଚ୍ୟାନେଲ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱର୍କ (ସିଜିଟିଏନ)ର ଆନୁଷ୍ଠାନିକ ୱେବସାଇଟ ଦୁନିଆର ସବୁଠାରୁ ଉଚ୍ଚ ଶିଖର ମାଉଂଟ ଏଭରେଷ୍ଟକୁ ନିଜର ବୋଲି କହିଛି । ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, “ମାଉଂଟ କ୍ୱାମୋଲେଗ୍ମା ଉପରେ ଶୁକ୍ରବାର ସୂର୍ଯ୍ୟଙ୍କର କିରଣର ଅସାଧାରଣ…

ବିନା ଔଷଧରେ କରୋନାକୁ ମାତ ଦେଇଛି ଜଣେ ୨୩ ଦିନର ନିରୀହ ଶିଶୁ

ଏକ ୨୩ ଦିନର ଶିଶୁ ବିନା କୌଣସି ଓøଷଧରେ କରୋନା ଭଳି ଘାତକ ବେମାରକୁ ହରାଇପାରିଛି । ତାଜ୍‌ଗଂଜର ମୋହମ୍ମଦ ଆରିଫଙ୍କର ୨୩ ଦିନର ପୁତ୍ର ସନ୍ତାନ ମହମ୍ମଦ ସାଦ୍ କରୋନା ପଜିଟିଭ ମିଳିବା ପରେ ତାଙ୍କୁ ୨୦ ମାର୍ଚରେ ତାଙ୍କୁ ଏସଏନ ମେଡିକାଲ କଲେଜର ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇଥିଲା ।…

ଓଡ଼ିଆ ପ୍ରବାସୀଙ୍କ ପାଇଁ ଖୁସି ଖବର , ବର୍ତମାନ ଟ୍ରେନ ଯୋଗେ ଓଡ଼ିଶାକୁ ଫେରିପାରିବେ ଫସିରହିଥିବା ଶ୍ରମିକ : ପରିବହନ…

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ୟା ଠାରୁ ବଡ଼ ଖୁସି ଖବର ଆଉ କଣ ହୋଇପାରିବ ଯେ ବର୍ତମାନେ ସେମାନେ ନିଜ ରାଜ୍ୟକୁ ଫେରିପାରିବେ । ଓଡ଼ିଶା ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଆଜି ଏହାର ସୂଚନା ଦେଇଛନ୍ତି । ଏହା ସମ୍ପର୍କରେ ସେ ମିଡିଆକୁ ସୂଚନା…

ସରକାରଙ୍କ ଚେତାବନୀ ସତ୍ୱେ ଭାରତରେ ସର୍ବାଧିକ ଡାଉନଲୋଡ଼ ହୋଉଛି ଜୁମ ଆପ୍‌

ଚଳିତ ଲକଡାଉନ ସମୟରେ ଜୁମ ଆପ୍ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍‌ରେ ପରିଣତ ହୋଇଛି । ଦୁନିଆର ପ୍ରାୟତଃ ଦେଶର ସ୍କୁଲଗୁଡ଼ିକରେ କ୍ଲାସ ଜୁମ ଆପ ମାଧ୍ୟମରେ ହିଁ ଚାଲୁ ରହିଛି । କିନ୍ତୁ ଭାରତ ଜୁମ ଆପ୍‌ର ସବୁଠାରୁ ବଡ଼ ବଜାରରେ ପରିଣତ ହୋଇଛି । ଜୁମ୍ ଭିଡିଓ କଲିଙ୍ଗ ଆପ୍‌କୁ ଭାରତରେ…

ଅନ୍ୟ ଦେଶ ଗୁଡ଼ିକରେ କିଭଳି ଏବଂ କେବେ ପାଳନ କରାଯାଇଥିଲା ଏହି ଶ୍ରମିକ ଦିବସ

୧୯୧୭ରେ ଆନୁଷ୍ଠାନିକ ଘୋଷଣା ପର୍ଯ୍ୟନ୍ତ ରୁଷିଆ ଏହି ଦିବସକୁ ବେଆଇନ ଭାବେ ପାଳନ କରୁଥିଲା । ଏହି ବର୍ଷ ପରଠାରୁ ଏହି ପାଳନଗୁଡ଼ିକ ସାମାଜବାଦୀ ବିପ୍ଳବୀ ଏବଂ ଅରାକତାବାଦୀଙ୍କ ଦ୍ୱାରା ବଏକଟ ହୋଇଯାଇଥିଲା । ଏହା ସୋଭିଏତ ୟୁନିଅନର ଏକ ନିଦ୍ଧିଷ୍ଟ ଛୁଟିଦିନରେ ପରିଣତ ହୋଇଗଲା ଯାହାକୁ ସେମାନେ…

ମେ ଡେ :ଉନ୍ନବିଂଶ ଶତାବ୍ଦୀର ଶ୍ରମିକଙ୍କ ତ୍ୟାଗ ଓ ସଂଘର୍ଷର ପ୍ରତିଫଳନ

ସମାଜକୁ ଏବଂ ସମାଜ ପାଇଁ ଶ୍ରମିକମାନଙ୍କର ବଳିଦାନ ଓ ତ୍ୟାଗ ପ୍ରତି ଉତ୍ସର୍ଗୀକୃତ ଏହି ଶ୍ରମିକ ଦିବସକୁ ପ୍ରତିବର୍ଷ ମେ ୧ ତାରିଖରେ ପାଳନ କରାଯାଏ ।ଏହାକୁ ମେ ଡେ ବା ଶ୍ରମିକ ଦିବସ, ୱର୍କର ଡେ ଭାବେ ମଧ୍ୟ ପାଳନ କରାଯାଏା କିନ୍ତୁ ଏହି ଦିବସ ପାଳନ ପଛରେ ଏକ ସଂଘର୍ଷମୟ ଇତିହାସ ରହିଛି । ୧୯…

ଅଚାନକ ବଦଳିଲା ଆମେରିକାର ସ୍ୱଭାବ, ଟ୍ୱିଟରରେ ନରେନ୍ଦ୍ର ମୋଦୀଙ୍କୁ ଅନଫଲୋ କଲା ହ୍ୱାଇଟ ହାଉସ

କରୋନା ସଂକଟ ମଧ୍ୟରେ ହ୍ୱାଇଟ ହାଉସ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟରରେ ଫଲୋ କରିବାର କିଛି ଦିନ ପରେ ହିଁ ଅନଫଲୋ କରିଦେଇଛି । ଭାରତ ହାଇଡ୍ରୋକ୍ଲୋରୋକୁଇନ ଔଷଧ ଦେଇ ଆମେରିକାକୁ ସାହଯ୍ୟ କରିଥିଲା । ଏହାର କିଛି ଦିନ ପରେ ହ୍ୱାଇଟ ହାଉସ ଏପ୍ରିଲ ୧୦ରେ ପିଏମ ନରେନ୍ଦ୍ର ମୋଦୀ ଏବଂ…

ଟେଷ୍ଟ କିଟ ପ୍ରସ୍ତୁତି ମାମଲାରେ ମେ ୨୦୨୦ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ହେବ ଭାରତ : ଡା ହର୍ଷବର୍ଦ୍ଧନ

କେନ୍ଦ୍ରିୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗ୍ୟିକି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତଥା ପୃଥ୍ୱୀ ବିଜ୍ଞାନ ମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଭିଡିଓ କନଫରେନ୍ସ ମାଧ୍ୟମରେ ଜୈବ ପ୍ରାଦ୍ୟୋଗିକତା ବିଭାଗ (ଡିବିଟି) ଏବଂ ଏହାର ସ୍ୱାୟତ ଅନୁଷ୍ଠାନ(ଏଆଇ ଓ ଏହାର ସାର୍ବଜନୀନ କ୍ଷେତ୍ରର ଉପକ୍ରମଗୁଡ଼ିକୁ)…

ଧାର୍ମିକ ସ୍ୱତନ୍ତ୍ରତା ଉପରେ ଆମେରିକା ଆୟୋଗର ସୁପାରିଶକୁ ଖାରିଜ କରିଛି ଭାରତ, କହିଲା ଏହା ପକ୍ଷପାତି ଓ ବିବାଦସ୍ପଦ

ଅନ୍ତରାଷ୍ଟ୍ରିୟ ଧାର୍ମିକ ସ୍ୱତନ୍ତ୍ରତା ଉପରେ ଆମେରିକା ଆୟୋଗ(ୟୁଏସସିଆଇଆରଏଫ), ଭାରତ ସମେତ ୧୪ଟି ଦେଶକୁ ‘ବିଶେଷ ଚିନ୍ତା ବାଲା ଦେଶ’ (ସିସିପି) ରୂପେ ନାମିତ କରିବାର ସୁପାରିଶ କରିଛି । କିନ୍ତୁ ଆୟୋଗର କମିଶନର ଗୈରୀ ବାଉର ଏବଂ ତେନଜିଙ୍ଗ ଦୋରଜୀ ଏଥିରେ ଅସହମତି ଦର୍ଶାଇଛନ୍ତି । ଅନ୍ୟପଟେ…

ହଟସ୍ପଟ ବାୟୁରେ ମଧ୍ୟ ମିଳୁଛି କରୋନା ଭାଇରସର ଅଂଶ: ଗବେଷଣାରେ ନୂଆ ଖୁଲାସା

ଚୀନ ବୈଜ୍ଞାନିକମାନେ ଉହାନର କିଛି ହସପିଟାଲ ଓ କିଛି ସାର୍ବଜନୀନ ସ୍ଥାନର ଅଧ୍ୟୟନ କରିବା ପରେ ହଟସ୍ପଟଗୁଡ଼ିକର ବାୟୁରେ ମଧ୍ୟ ଭାଇରସର ଆନୁବଂଶିକ ତତ୍ୱ ମିଳିଥିବାର ଦାବି କରିଛନ୍ତି । ଏମିତିରେ ଏଥିରୁ ନିଷ୍ପତି ହୋଇନି ଯେ ଏହାଦ୍ୱାରା ସଂକ୍ରମଣ ପ୍ରସାରିତ ହେବ ନା ନାହିଁ । ବୈଜ୍ଞାନିକମାନେ…