ଆଂଟାର୍କଟିକାରେ ଧଳା ରୁ ସବୁଜ ରଙ୍ଗକୁ ପରିବର୍ତିତ ହେଉଛନ୍ତି ବରଫ ପାହାଡ଼, ପରିବର୍ତନ ଦେଖି ବୈଜ୍ଞାନିକ ମଧ୍ୟ ଚିନ୍ତିତ
ବର୍ତମାନ ଚାରିଆଡ଼େ ଜଳବାୟୁରେ ବିରାଟ ପରିବର୍ତନ ଦେଖାଯାଉଛି । ଆଂଟର୍କଟିକା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ, ଯେଉଁଠାରେ ବରଫର ଧଳା ପାହାଡ଼ ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଦେଇଛନ୍ତି । ଆଂଟର୍କଟିକାରେ ଏବେ ସବୁଜ ରଙ୍ଗର ବରଫ ପାହାଡ଼ ଦେଖିବାକୁ ମିଳୁଛି ।
ଆଂଟାର୍କଟିକାରେ ଶ୍ୱେତ ବରଫରେ…