ଭାରତୀୟ ଫୁଟବଲ ପାଇଁ ଏକ ବଡ଼ ଖୁସି ଖବର -୨୦୨୨ ଏଏଫସି ମହିଳା ଏସିଆ କପର ଆୟୋଜନ କରିବ ଭାରତ, ୧୯୭୯ ପରେ ଦ୍ୱିତୀୟ ଥର…
କରୋନା ଭାଇରସ କାରଣରୁ କ୍ରୀଡ଼ାଜଗତ ଉପରେ ଲାଗିଥିବା ବିରାମ ପରେ ଏବେ ପୁଣିଥରେ ସବୁକିଛି ନିଜସ୍ଥାନକୁ ଫେରିବାର ଦେଖାଯାଉଛି । ପୁରା ଦୁନିଆରେ ଖେଳର ଆରମ୍ଭ ମଧ୍ୟରେ ଭାରତୀୟ ଫୁଟବଲ ପାଇଁ ଏକ ବଡ଼ ଖୁସି ଖବର ଆସି ପହଂଚିଛି । ଏସିଆ ଫୁଟବଲ ପରିସଂଘ (ଏଏଫସି) ୧୯୭୯ ପରଠାରୁ ପ୍ରଥମ ଥର ପାଇଁ ୨୦୨୨…