ଆମେରିକାରେ ଅଣାୟତ କରୋନା, ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଲା
କୋଭିଡ-୧୯ ମହାମାରୀର ଉତ୍ପତିସ୍ଥଳ ଚୀନକୁ ପୁଣିଥରେ ସଂକ୍ରମଣ ଲେଉଟିଛି । ଗତ ୨୪ ଘଂଟା ମଧ୍ୟରେ ଏଠାରେ ୯୯ଟି ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଗତ କିଛି ସ୍ପପ୍ତାହ ଗୁଡ଼ିକ ତୁଳନାରେ ବେଶ ଅଧିକ । ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି ଯେ ଏଠାରେ ଏଭଳି ୬୩ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ…